ବଦଳିଲା କରୋନା ଭୁତାଣୁ ପରୀକ୍ଷା ନିୟମ: ଇନ୍ଫ୍ଲୁଏନ୍ଜା ଥିଲେ ୭ ଦିନରେ ପରୀକ୍ଷା, ବିନା ପରୀକ୍ଷାରେ ଅସ୍ତ୍ରୋପଚାର
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତୀୟ ଭେଷଜ ଗବେଷଣା ପରିଷଦ ( ଆଇସିଏମ୍ଆର୍) କରୋନା ପରୀକ୍ଷା ନିୟମାବଳୀରେ ପରିବର୍ତ୍ତନ ଆଣିଛନ୍ତି। କୌଣସି ପ୍ରବାସୀ ବା ରାଜ୍ୟ ଫେରନ୍ତା ଅଥବା କ୍ଵାରେଣ୍ଟୀନ୍ରେ ଥିବା କୌଣସି ବ୍ୟକ୍ତିଙ୍କ ପାଖଷର ଯଦି ଇନ୍ଫ୍ଲୁଏଞ୍ଜା ଲକ୍ଷଣ ଦେଖାଯାଏ ତେବେ … Read More











