ବିଜେପି ଶାସନରେ ଓଡ଼ିଶା ନେତାଙ୍କୁ ଅବହେଳା: ନା ମିଳୁଛି ମନ୍ତ୍ରୀ ପଦ, ନା ମିଳୁଛି ଶାସନରେ ଭାଗିଦାରୀ

ଭୁବନେଶ୍ୱର: ରାଜ୍ୟର ବିଜେପି ସରକାରକୁ ଆଉ କିଛିଦିନ ପରେ ୨ ବର୍ଷ ବିତିବ। ୨୦୨୪ ଜୁନ ୧୨ ତାରିଖରେ ଏଠାରେ  ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଥିଲା ଏବଂ ତାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ପରିଚାଳିତ … Read More

କାହିଁକି ସୁନା କିଣା ଉପରେ କଟକଣା ଜାରି କଲେ ସରକାର, ଏଥିରେ ଆମେ କିଭଳି ପ୍ରଭାବିତ ହେବା- ବିସ୍ତୃତ ଅନୁଶୀଳନ

ଯେଉଁ ମୋଦୀ ସରକାର ୨୦୧୪ ମସିହାରେ କ୍ଷମତାକୁ ଆସିବା କ୍ଷଣି ସୁନା କାରବାର ଉପରେ ଲାଗିଥିବା କଟକଣାକୁ  ଉଠାଇଥିଲେ, ଯେଉଁ ସରକାର  କଂଗ୍ରେସ ସମୟର କଟକଣାକୁ କଳାବଜାରୀ, ସୁନା ସ୍ମଗଲିଂର ମୂଳ ବିନ୍ଦୁ ବୋଲି ଗ୍ରହଣ କରିଥିଲେ, ଆଜି ସେ ସରକାର … Read More

ବିଜେପି ଶାସନରେ ଓଡ଼ିଶା କୋଣଠେସା କହିଁକି?

ଭୁବନେଶ୍ୱର: ଆଜି ପଶ୍ଚିମବଙ୍ଗରେ ବିଜେପି ସରକାର ଶପଥ ଗ୍ରହଣ କଲେ। ଶୁଭେନ୍ଦୁ ଅଧିକାରୀଙ୍କ ସହ ଅନ୍ୟ ୫ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଲେ। ଏହାଦ୍ୱାରା ଭାରତରେ ପଶ୍ଚିମବଙ୍ଗ ବିଂଶତମ ବିଜେପି ଶାସିତ ରାଜ୍ୟରେ ପରିଗଣିତ ହେଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ … Read More

ମାସକୁ ବନ୍ଦ ହେଉଛି ୨ ହଜାର ଓ୍ୱେବସାଇଟ୍‍; ଅର୍ଥ ବାଧକ ନୁହେଁ କିନ୍ତୁ କାହିଁକି?

ଭୁବନେଶ୍ୱର: ଜାନୁୟାରୀ ୨୦୨୫ରୁ ଡିସେମ୍ବର ୨୦୨୫ ଭିତରେ ୨୪ ହଜାର ୩୦୦ ଓ୍ୱେସାଇଟ୍‍ ବା ୟୁଆର୍‍ଏଲ୍‍କୁ ବ୍ଲକ୍‍ କରିବା ଲାଗି ସରକାର ଆଦେଶ ଦେଇଛନ୍ତି। ଅର୍ଥାତ ମାସକୁ ୨୦୦୦ରୁ ଅଧିକ ଓ୍ୱେବସାଇଟକୁ ସରକାର ବନ୍ଦ ଆଦେଶ ଦେଉଛନ୍ତି। ଖାଲି ସେତିକି ନୁହେଁ, … Read More

ନାଟକ ଭଲ ଥିଲା ତ ! …

ଭୁବନେଶ୍ବର: କେମିତି ଥିଲା ଏ ନାଟକ ! ଆପଣମାନଙ୍କୁ ଭଲ ଲାଗିଲା ତ ! ଆପଣମାନେ ଖୁସି ତ ! ଆପଣ, ଏବେ ଆପଣଙ୍କ ଓଡ଼ିଆ ଅସ୍ମିତା, ଅସ୍ତିତ୍ବ ଏବଂ ଓଡ଼ିଆଙ୍କ ପ୍ରତି ଓଡ଼ିଆଙ୍କ ଭଲ ପାଇବାକୁ ନେଇ ଖୁସି ତ … Read More

ରାଜା ଯେବେ ମୂର୍ଖ ହୁଏ…

Bhubaneswar: ବାଞ୍ଝ ବଖାଣୁଛି ପ୍ରସବ ବେଦନା… ନଂପୁସକ କରେ ଚଉଠି ରାତି… ମାଇଚିଆ ଏଠି ରାଜନୀତି କରେ… ଦେଖ, କଙ୍କାଳ କରୁଛି ଦାଦାଗିରି… () ଏ ବିଶ୍ବରେ ଏବେ ଠିକ ଏୟା ହିଁ ଚାଲିଛି ନା ! ବିଶ୍ବର ସବୁ କୁ-ପଢ଼ … Read More

ଟ୍ରମ୍ପ ତୁମେ ହାରିଯାଅ, ନଚେତ ମରିଯାଅ…

BHUBANESWAR: ଇରାନ ବିରୋଧରେ ଇସ୍ରାଏଲ ଓ ଆମେରିକା ଚଳାଇଥିବା ଯୁଦ୍ଧରେ କିଏ ଜିତିବ ! କିଏ ହାରିବ ! ହାରିବା, ଜିତିବା କଥା ଛାଡ଼ନ୍ତୁ, ଏବେ ଅନେକ ଲୋକ ଅନେକ କିଛି ହରାଇ ସାରିଲେଣି, ଅନେକ ବି ହାରି ସାରିଲେଣି… କିଛି … Read More

ଆସ ଚୁଲି ଫୁଙ୍କିବା, ସାଇକେଲ ପେଲିବା…

Bhubaneswar:  ଆଗ ଅଣ୍ଡା ନା, ଆଗ କୁକୁଡ଼ା ! ଆଗ କୁକୁଡ଼ା ନା ଆଗ ଅଣ୍ଡା ! ଏ ପ୍ରଶ୍ନର ଉତ୍ତର ଏଯାଏଁ ମିଳିପାରି ନଥିବା ବେଳେ ଏବେ ଆଉ ଏକ ପ୍ରଶ୍ନ ସାମ୍ନାରେ ଛିଡ଼ା ହୋଇ ସାରିଲାଣି । ମଣିଷ … Read More

ଯୁଦ୍ଧ ଓ ତା’ର ପରିବର୍ତ୍ତିତ ରୂପରେଖ…

ଭୁବନେଶ୍ୱର: ରାମାୟଣର ରାମ-ରାବଣ ଯୁଦ୍ଧ ଆଉ ମହାଭାରତର କୌରବ-ପାଣ୍ଡବ ଯୁଦ୍ଧ । ଉଦ୍ଦେଶ୍ୟ ଭଲ ଥାଉ ବା ମନ୍ଦ… ରାବଣ, ଯେତେବେଳେ ସୀତାଙ୍କୁ ଅପହରଣ କରିନେଲେ, ରାମଙ୍କ ପାଖରେ ଯୁଦ୍ଧ ବ୍ୟତୀତ ଆଉ କିଛି ବିକଳ୍ପ ନଥିଲା । କାରଣ ସ୍ତ୍ରୀକୁ … Read More

ରାଜ୍ୟସଭା ନାଁରେ ପତିଆରା ଲଢେ଼ଇ…

ଭୁବନେଶ୍ୱର: ଚାରିଟି ରାଜ୍ୟସଭା ଆସନ ପାଇଁ ଓଡ଼ିଶାରେ ହେବ ଭୋଟ । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେପିର ୨ ଜଣ ଏବଂ ବିଜେଡିର ଜଣେ ନିଶ୍ଚିତ ନିର୍ବାଚିତ ହେବାକୁ ଯାଉଛନ୍ତି । ଏଠି ଚତୁର୍ଥ ଆସନକୁ ନେଇ ଚାଲିଛି ଅଙ୍କକଷା ଏବଂ … Read More