ବିଜେପି ଶାସନରେ ଓଡ଼ିଶା ନେତାଙ୍କୁ ଅବହେଳା: ନା ମିଳୁଛି ମନ୍ତ୍ରୀ ପଦ, ନା ମିଳୁଛି ଶାସନରେ ଭାଗିଦାରୀ

ଭୁବନେଶ୍ୱର: ରାଜ୍ୟର ବିଜେପି ସରକାରକୁ ଆଉ କିଛିଦିନ ପରେ ୨ ବର୍ଷ ବିତିବ। ୨୦୨୪ ଜୁନ ୧୨ ତାରିଖରେ ଏଠାରେ  ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଥିଲା ଏବଂ ତାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ପରିଚାଳିତ … Read More

ବଦଳିଲା ମେମୁ ଟ୍ରେନ୍ ସମୟସୂଚୀ: ଆଜିଠାରୁ ନୂଆ ସମୟରେ ଚାଲିଲା ଅନୁଗୁଳ-ପୁରୀ ଏବଂ ଭଦ୍ରକ-କଟକ ମେମୁ

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ଏବଂ ରେଳ ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ପାଇଁ ଦୁଇଟି ମେମୁ  ଟ୍ରେନ୍ ସେବାର ସମୟସୂଚୀକୁ ୨୫ ଏପ୍ରିଲ, ୨୦୨୬  ରୁ ସଂଶୋଧିତ କରାଯାଇଛି।  ଏ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।  ଏହି ଦୁଇ … Read More

ବିଜେପିରେ ରାଘବ ସମୀକରଣ: ଟଳମଳ ହେଲାଣି ବିଜେଡି- କିଏ ସେ ୪ ନେତା?

ଭୁବନେଶ୍ୱର: ଦିଲ୍ଲୀ ରାଜନୀତିରେ ପୁଣି ଚର୍ଚ୍ଚାକୁ ଆସିଛି ଆମ୍‍ ଆଦମୀ ପାର୍ଟି।  କାରଣ ଯେଉଁ ନେତାଙ୍କ ଉପରେ ଏ ପାର୍ଟି ଭରସା କରି ଦାୟିତ୍ୱ ଦେଲା ସେ ପାର୍ଟି ପାଇଁ କାଳ ସର୍ପ ସାଜିଥିବା ନଜରକୁ ଆସିଛି।  ପୁଣି ଜଣେ ନୁହେଁ, … Read More

ଦେବୋତ୍ତର ଜମିର ସୁରକ୍ଷା ପାଇଁ ନିର୍ଦ୍ଦେଶ, ସପ୍ତହକୁ ୩ ଦିନ ବସିବ ରିଭିଜନାଲ କୋର୍ଟ

କଟକ: ସପ୍ତାହରେ ଅତିକମରେ ୩ ଦିନ ରିଭିଜନ୍ କୋର୍ଟ କରିବା ପାଇଁ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।  ଏହାଦ୍ୱାରା ରାଜ୍ୟର ବିବାଦୀୟ ଦେବୋତ୍ତର ଜମି ମାଲିକାନାର ଶୁଣାଣି ତ୍ୱରାନ୍ୱିତ ହୋଇପାରିବ। ବିଶେଷକରି ଶ୍ରୀ ଜଗନ୍ନାଥ ଓ ଶ୍ରୀ … Read More

ନାଟକ ଭଲ ଥିଲା ତ ! …

ଭୁବନେଶ୍ବର: କେମିତି ଥିଲା ଏ ନାଟକ ! ଆପଣମାନଙ୍କୁ ଭଲ ଲାଗିଲା ତ ! ଆପଣମାନେ ଖୁସି ତ ! ଆପଣ, ଏବେ ଆପଣଙ୍କ ଓଡ଼ିଆ ଅସ୍ମିତା, ଅସ୍ତିତ୍ବ ଏବଂ ଓଡ଼ିଆଙ୍କ ପ୍ରତି ଓଡ଼ିଆଙ୍କ ଭଲ ପାଇବାକୁ ନେଇ ଖୁସି ତ … Read More

ରାଜା ଯେବେ ମୂର୍ଖ ହୁଏ…

Bhubaneswar: ବାଞ୍ଝ ବଖାଣୁଛି ପ୍ରସବ ବେଦନା… ନଂପୁସକ କରେ ଚଉଠି ରାତି… ମାଇଚିଆ ଏଠି ରାଜନୀତି କରେ… ଦେଖ, କଙ୍କାଳ କରୁଛି ଦାଦାଗିରି… () ଏ ବିଶ୍ବରେ ଏବେ ଠିକ ଏୟା ହିଁ ଚାଲିଛି ନା ! ବିଶ୍ବର ସବୁ କୁ-ପଢ଼ … Read More

ଟ୍ରମ୍ପ ତୁମେ ହାରିଯାଅ, ନଚେତ ମରିଯାଅ…

BHUBANESWAR: ଇରାନ ବିରୋଧରେ ଇସ୍ରାଏଲ ଓ ଆମେରିକା ଚଳାଇଥିବା ଯୁଦ୍ଧରେ କିଏ ଜିତିବ ! କିଏ ହାରିବ ! ହାରିବା, ଜିତିବା କଥା ଛାଡ଼ନ୍ତୁ, ଏବେ ଅନେକ ଲୋକ ଅନେକ କିଛି ହରାଇ ସାରିଲେଣି, ଅନେକ ବି ହାରି ସାରିଲେଣି… କିଛି … Read More

ଆସ ଚୁଲି ଫୁଙ୍କିବା, ସାଇକେଲ ପେଲିବା…

Bhubaneswar:  ଆଗ ଅଣ୍ଡା ନା, ଆଗ କୁକୁଡ଼ା ! ଆଗ କୁକୁଡ଼ା ନା ଆଗ ଅଣ୍ଡା ! ଏ ପ୍ରଶ୍ନର ଉତ୍ତର ଏଯାଏଁ ମିଳିପାରି ନଥିବା ବେଳେ ଏବେ ଆଉ ଏକ ପ୍ରଶ୍ନ ସାମ୍ନାରେ ଛିଡ଼ା ହୋଇ ସାରିଲାଣି । ମଣିଷ … Read More

ଯୁଦ୍ଧ ଓ ତା’ର ପରିବର୍ତ୍ତିତ ରୂପରେଖ…

ଭୁବନେଶ୍ୱର: ରାମାୟଣର ରାମ-ରାବଣ ଯୁଦ୍ଧ ଆଉ ମହାଭାରତର କୌରବ-ପାଣ୍ଡବ ଯୁଦ୍ଧ । ଉଦ୍ଦେଶ୍ୟ ଭଲ ଥାଉ ବା ମନ୍ଦ… ରାବଣ, ଯେତେବେଳେ ସୀତାଙ୍କୁ ଅପହରଣ କରିନେଲେ, ରାମଙ୍କ ପାଖରେ ଯୁଦ୍ଧ ବ୍ୟତୀତ ଆଉ କିଛି ବିକଳ୍ପ ନଥିଲା । କାରଣ ସ୍ତ୍ରୀକୁ … Read More

ରାଜ୍ୟସଭା ନାଁରେ ପତିଆରା ଲଢେ଼ଇ…

ଭୁବନେଶ୍ୱର: ଚାରିଟି ରାଜ୍ୟସଭା ଆସନ ପାଇଁ ଓଡ଼ିଶାରେ ହେବ ଭୋଟ । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେପିର ୨ ଜଣ ଏବଂ ବିଜେଡିର ଜଣେ ନିଶ୍ଚିତ ନିର୍ବାଚିତ ହେବାକୁ ଯାଉଛନ୍ତି । ଏଠି ଚତୁର୍ଥ ଆସନକୁ ନେଇ ଚାଲିଛି ଅଙ୍କକଷା ଏବଂ … Read More