କରୋନା ସହ ଯୁଦ୍ଧ ପାଇଁ ଆମେରିକା ବ୍ୟବହାର କରିବ ରେମ୍ଡେସିୱିର୍
ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍): ମହାମାରୀ କରୋନାକୁ ହରାଇବା ପାଇଁ ସମଗ୍ର ବିଶ୍ଵ ଲଢ଼େଇ ଜାରି ରଖିଛି। ବିଭିନ୍ନ ଦେଶ ଏଥିପାଇଁ ଟିକା ଓ ଔଷଧ ପ୍ରସ୍ତୁତି କରିବାରେ ଲାଗିପଡ଼ିଛନ୍ତି। ଏଭଳି ସ୍ଥିତିରେ ମାରାତ୍ମକ କରୋନା ଭାଇରସ୍ ସହ ଲଢ଼େଇ ପାଇଁ ରେମ୍ଡେସିୱିର୍ (ସଂକ୍ରମଣ … Read More











