ଉପକୂଳ ପାଖଉଛି ଅମ୍ପନ୍, ରାଜ୍ୟରେ ଆରମ୍ଭ ହେଲାଣି ହାଲୁକା ବର୍ଷା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ମୁହାଁଉଛି ମହାବାତ୍ୟା ଅମ୍ପନ। ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତୀୟା ଦ୍ଵୀପ ମଧ୍ୟବର୍ତ୍ତୀ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ। ଏହି ସମୟ ଭିତରେ ଏହା ଓଡ଼ିଶା ଉପକୂଳ … Read More











