ଆମ୍ଫାନ୍ ଆସୁଛି, ସତର୍କ ରହିବାକୁ ୧୨ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସମୀକ୍ଷା କରିଛନ୍ତି। ରାଜ୍ୟର ପ୍ରଶାସନିକ ସ୍ତରରେ ଏଥିନେଇ ପୂର୍ବ ପ୍ରସ୍ତୁତ ରହିବାକୁ ସେ ନିର୍ଦେଶ ଦେଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ପକ୍କା ସୂଚନା ପାଇବା ପରେ ଆବଶ୍ୟକ … Read More











