ପ୍ରେମିକାର ହତ୍ୟା ରହସ୍ୟ ଲୁଚାଇବାକୁ ଯାଇ ଦୁଇ ପରିବାରର ୯ ଜଣଙ୍କୁ ହତ୍ୟା କଲା ପିଶାଚ ପ୍ରେମିକ

ହାଇଦ୍ରାବାଦ, (ଓଡିଶା ଟାଇମ୍) : ହତ୍ୟାକାଣ୍ଡ ବି ଏପରି । ଯାହା ଗୋଟିଏ ନୁହେଁ ଏକାଥରକେ ୯ଜଣଙ୍କ ହତ୍ୟା । ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି । ଏପରି ଏକ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ତେଲେଙ୍ଗାନାର ୱାରଙ୍ଗଲରୁ ପୋଲିସକୁ … Read More

୭୯ ସଂକ୍ରମିତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ୭୯ ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି … Read More

ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ, ୧୦ ରୁ ଅଧିକ ଆହତ

ଭୁବନେଶ୍ଵର, (ଓଡିଶା ଟାଇମ୍) :  ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍ । ଭବାନୀପାଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଂଜାମ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କନ୍ଧମାଳ ତୁମୁଡିବନ୍ଧ ୫୯ ନମ୍ବର ଜାତୀୟ ରାଜପଥ ମୁଣ୍ଡିଗଡ ନିକଟରେ ଘଟିଛି … Read More

କଣ୍ଟେନମେଣ୍ଟ ଜୋନ ଉଠାଇବା ଦାବିରେ ପୋଲିସ ସହ ଧସ୍ତାଧସ୍ତି

ରାଉରକେଲା, (ଓଡିଶା ଟାଇମ୍) : କଣ୍ଟେନମେଣ୍ଟ ଜୋନ୍ ଉଠାଇବା ଦାବିରେ ତାତିଲେ ଲୋକେ । କିଛି ଅଂଚଳରୁ ବଫର ଜୋନ୍ ଉଠିବା ପରେ ତାତିଲେ ଅନ୍ୟ ଅଚଂଳର ଲୋକେ । ମାସେ ପରେ ମଧୁସୂଦନ ଛକରୁ ଏବି ଲେନ୍‌ରୁ ବଫର ଜୋନ୍ … Read More

‘ସୁଖବାସୀ’ ର ଦୁଃଖ: ପ୍ରବାସୀ ଶ୍ରମିକ  

“ଇତିହାସ ଚକ ପଛକୁ ବୁଲେନି  ଆଗକୁ ତାହାର ଗତି,  ଇତିହାସ ଚକ ରଥର ସାରଥୀ, ହେ ମଣିଷ ମେହନତି ।” ସହର, ଗ୍ରାମ୍ୟ ଅର୍ଥନୀତି ହେଉ ବା ବିଶ୍ୱ ଅର୍ଥନୀତି,- ସବୁଥିରେ ମେହନତି ମଣିଷର ଲୁହ ଲହୁର ଅବଦାନ ରହିଛି । … Read More

ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ପିତାଙ୍କ ଦେହାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : ମିଶନ ଶକ୍ତି ନିର୍ଦ୍ଦେଶିକା ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ପିତା ଡାକ୍ତର ଅକ୍ଷୟ କୁମାର ରାଉତଙ୍କ ପରଲୋକ ହୋଇଛି । ଡାକ୍ତର ରାଉତ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଥିଲେ । ଆଜି ସଂଧ୍ୟାରେ ଶେଷ … Read More

ମଦ ହୋମ ଡେଲିଭରୀ ନେଇ କ’ଣ କହିଲେ ସୁର ରାଉତରାୟ, ଦେଖନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ମଦ ହୋମ୍‌ ଡେଲିଭରୀକୁ ନେଇ ବିଭିନ୍ନ ମହଲରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ସୁରେଶଚନ୍ଦ୍ର ରାଉତରାୟ ମଧ୍ୟ ଏନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ସେ ତାଙ୍କ  ବିଧାନସଭା ଅଭିଜ୍ଞତା ଭିତରେ ଏତେ … Read More

ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀକୁ ଅନୁମତି

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଶୀତଳ ଷଷ୍ଠୀ ଶିବ ପାର୍ବତୀ ବିବାହ ପାଇଁ ମିଳିଛି ପ୍ରଶାସନିକ ଅନୁମତି । ବିଏମସି କମିଶନଙ୍କ ପକ୍ଷରୁ ମିଳିଛି ଅନୁମତି । ତେବେ ଏଥିପାଇଁ କେତେକ କଟକଣା ମଧ୍ୟ ରଖିଛି ବିଏମସି । ବିନା ଶୋଭାଯାତ୍ରା ଓ … Read More

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବଢ଼ିପାରେ ଗ୍ରୀଷ୍ମ ପ୍ରବାହ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି ହୋଇଛି । ଆସନ୍ତା ୭ ଦିନ ପର୍ୟ୍ୟନ୍ତ ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ … Read More

ରାଜ୍ୟରେ କରୋନା ମୁକାବିଲା: କିଛି ବୁଝିପାରୁନାହାନ୍ତି ନିରଞ୍ଜନ

ଭୁବନେଶ୍ୱର, (ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଘଡ଼ିକେ ଘୋଡ଼ା ଛୁଟୁଛି। କେତେବେଳେ ଫେରନ୍ତା ପ୍ରବାସୀଙ୍କ ଲାଗି ୨୧ ଦିନର ସଙ୍ଗରୋଧ ବାଧ୍ୟତାମୂଳକ କହୁଛନ୍ତି ତ କେତେବେଳେ ୭ ଦିନର ଆନୁଷ୍ଠାନିକ ସଙ୍ଗରୋଧରେ … Read More