ରାଜ୍ୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶୌଚାଳୟ ଫି’ ଛାଡ଼

ଭୁବନେଶ୍ୱର,(ଓଡ଼ି଼ିଶା ଟାଇମ୍‍): ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ୧୧୪ ଶୌଚାଳୟରେ ୟୁଜର୍ସ ଫି ଆଦାୟ ନକରିବାକୁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦେଶ ଜାରି କରିଛନ୍ତି । ଫଳରେ ଏହି … Read More

ରାଜ୍ୟରେ କେବେ ଗଡ଼ିବ ବସ ! କାଲି ହେବ ନିଷ୍ପତ୍ତି

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଘରୋଇ ଚଳାଚଳ ପାଇଁ ଆସନ୍ତାକାଲି ବସିବ ମାଲିକ ସଂଘର ବୈଠକ । ଯଦି ବୈଠକ ସଫଳ ହୁଏ, ତେବେ ମେ ୨୮ରୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ଆରମ୍ଭ ହେବ । ବସର ସିଟ୍ ସଂଖ୍ୟା … Read More

କ୍ବାରେନଣ୍ଟାଇନ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର, କରାଯିବ କରୋନା ପରୀକ୍ଷା

ଭୁବନେଶ୍ଵର, (ଓଡିଶା ଟାଇମ୍) : ବଜ୍ରକାପ୍ତାର କରାଯିବ କୋରୋନା ଟେଷ୍ଟ । ଏ ନେଇ ଆଠଗଡ ଡିଏଫ୍ଓ ସସି୍ମତା ଲେଙ୍କା ସୂଚନା ଦେଇଛନ୍ତି । ଯେହେତୁ ବଜ୍ରକାପ୍ତାଟି କ୍ୱାରେଣ୍ଟାଇନ ସେଣ୍ଟରରୁ ମିଳିଛି ସ୍ୱାବ ନମୁନା ନିଆଯାଇ ଟେଷ୍ଟ କରାଯିବ । ଆଉ … Read More

ଭାରତରେ ଲକଡାଉନ ବିଫଳ ହୋଇଛି : ରାହୁଲ ଗାନ୍ଧୀ

ଭୁବନେଶ୍ଵର, (ଓଡିଶା ଟାଇମ୍) : ମେ ୩୧ରେ ସରୁଛି ଦେଶବ୍ୟାପୀ ଜାରି ରହିଥିବା ଚତୁର୍ଥ ପର୍ୟ୍ୟାୟ ଲକ୍‌ଡାଉନ ଅବଧି । ଏହା ପୂର୍ବରୁ ଆଜି ଏ ସମ୍ପର୍କିତ ଅନେକ ପ୍ରସଙ୍ଗ ଉପର ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା … Read More

ଯୁକ୍ତ୩ ଦ୍ଵିତୀୟ, ଚତୁର୍ଥ ଏବଂ ପିଜିର ଦ୍ଵତୀୟ ସେମିଷ୍ଟର ପରୀକ୍ଷା ହେବନି: ଡ. ଅରୁଣ ସାହୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯୁକ୍ତ ତିନିର ଦ୍ଵିତୀୟ ଏବଂ ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବ ନାହିଁ। ସେହିପରି ପିଜି ଡିପାର୍ଟମେଣ୍ଟଗୁଡ଼ିକର ଦ୍ଵିତୀୟ ସେମିଷ୍ଟର ପରୀକ୍ଷା ନକରିବାକୁ ରାଜ୍ୟ ଦରକାର ନିଷ୍ପତ୍ତି ନେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ … Read More

ଦଇତାପତି ସେବାୟତଙ୍କର ହେବ କୋଭିଡ-୧୯ ପରୀକ୍ଷା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆସନ୍ତା ମାସ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଏବଂ ସମସ୍ତ ନିଯୋଗର କର୍ମକର୍ତ୍ତା ମାନେ ଚଳଚଞ୍ଚଳ ହୋଇ ପଡିଛନ୍ତି । ବର୍ତ୍ତମାନ ମହାମାରୀ କରୋନାର … Read More

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ ଜଣ କୋରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୮୪ କୋରୋନା ସଂକ୍ରମିତ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି । … Read More

କେନ୍ଦ୍ରାପଡାରେ ସୁସ୍ଥ ହେଲେ ଆଉ ୫ କୋରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : କେନ୍ଦ୍ରାପଡା ଜିଲାରେ ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହି ୫ ଜଣଙ୍କୁ ମିଶାଇ କେନ୍ଦ୍ରାପଡା ଜିଲାରେ ମୋଟ୨୭  ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ କେନ୍ଦ୍ରାପଡା … Read More

ଆଗାମୀ ମାସେ ଆମ ପାଇଁ ଚାଲେଞ୍ଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଲକଡାଉନର ପ୍ରାୟ ୨ ମାସ ପରେ ବିମାନ ସେବା, ରେଳ ଚଳା ଚଳ ଆରମ୍ଭ ହୋଇଛି । ଯାହାକି ସଂକ୍ରମଣ ବଢିବାର ଆସଙ୍କା ରହିଛି । ଏପରି ସ୍ଥିତିରେ ଆଗାମୀ ୧୫ ଦିନରୁ ମାସେ ଆମ … Read More

ଖଣ୍ଡଗିରିରୁ ଗଞ୍ଜେଇ ଜବତ,୨ ଇଂଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜଧାନୀରୁ ପୁଣି ଜବତ ହେଲା ଗଞ୍ଜେଇ । ଖଣ୍ଡଗିରି ଥାନା ପୋଲିସ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତଙ୍କ କାବୁ କରିଛି । ସେମାନଙ୍କ ନିକଟରୁ ୨ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର … Read More