ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, ଆଜି କିମ୍ବା କାଲିଠାରୁ ଗଡ଼ିପାରେ ଘରୋଇ ବସ୍
ଭୁବନେଶ୍ୱର,(ଓଡଶା ଟାଇମ୍): ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଖୁବଶୀଘ୍ର ରାସ୍ତାରେ ଗଡ଼ିବ ଘରୋଇ ବସ୍ ବୋଲି ସେ କହିଛନ୍ତି । ଗତକାଲି ସମସ୍ତ ଘରୋଇ ମାଲିକଙ୍କ ସହ ଆଲୋଚନା ହୋଇଥିଲା । ବସ … Read More











