୧୬ ଜିଲ୍ଲାରୁ ଆଉ ୧୦୩ କରୋନା ପଜିଟିଭ୍‌‌ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୧୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୮ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁଣି ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ। ଜଣେ କି ଦୁଇଏକାବେଳେ ୩୨୦ ଜଣ ପ୍ରବାସୀ ଶ୍ରମିକ ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ୍‌ୱେ ଷ୍ଟେସନରେ ଓହ୍ଲାଇ ପଡ଼ିଥିବା ଘଟଣା ଏବେ ସାମ୍ନାକୁ … Read More

ଆସନ୍ତାକାଲିଠୁ କଟକରେ ଅନଲାଇନରେ ବିକ୍ରି ହେବ ମଦ

ଭୁବନେଶ୍ବର, (ଓଡିଶା ଟାଇମ୍): ଆସନ୍ତାକାଲିଠାରୁ କଟକରେ ଅନଲାଇନରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି ହୋଇଛି। କିନ୍ତୁ ଜୋମାଟୋ କିମ୍ବା ସ୍ୱିଗି ନୁହଁ, ବରଂ ଦୋକାନୀଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ହିଁ ଗ୍ରାହକଙ୍କୁ ମଦ ଡେଲିଭରି ଦେବେ ବୋଲି ସଂଘ … Read More

କରୋନା ଭାଇରସ୍: ଚୀନ୍ ନତମସ୍ତକ ହେବ ନାହିଁ, ବିଶ୍ୱକୁ ସ୍ପଷ୍ଟ ଭାବରେ କହିଲା – “ କ୍ଷତିପୂରଣ ମାଗୁଥିବା ଲୋକ ସ୍ୱପ୍ନ ଦେଖୁଛନ୍ତି ”

ସମଗ୍ର ବିଶ୍ୱର ଅଧିକାଂଶ ଦେଶ ଚୀନ୍‌କୁ କରୋନା ଜୀବାଣୁ ପାଇଁ ସମାଲୋଚନା କରିଆସୁଛନ୍ତି । ଚୀନ୍‌ ବିରୋଧରେ ବିଭିନ୍ନ ପ୍ରକାରର ଅଭିଯୋଗ ରହିଛି । ଏପରିକି ଚୀନ୍‌କୁ ଦାୟୀ କରି ମହାମାରୀଦ୍ୱାରା ହୋଇଥିବା କ୍ଷତିର କ୍ଷତିପୂରଣ ଦେବାକୁ କୁହାଯାଇଛି । ବର୍ତ୍ତମାନ … Read More

ନିଶାରେ ନିଷ୍ପତ୍ତି-୨: ଓଡ଼ିଶା ମଦ ନିଗମର ହୋମ୍ ‌ଡେଲିଭରୀ ମିଶନ ଫେଲ୍‌

ରାଜ୍ୟରେ ମଦ  ହୋମ୍ ଡେଲିଭରି ମିଶନ୍ ଫେଲ୍ ମାରିଛି। ଯେମିତି ଲକ୍‌ଡାଉନ୍‌ ସମୟରେ ରେଡ୍‌ ଓ ଅରେଞ୍ଜ ଜୋନ୍‌ ବାହାରେ ଯାତ୍ରୀବାହୀ ବସ୍‌ ଚଳାଇବାକୁ ନିଷ୍ପତ୍ତି ନେଇ ସରକାର ଫେଲ୍‌ ହୋଇଥିଲେ ଠିକ୍‌ ସେମିତି। ଆଜି ପ୍ରଥମ ଦିନରେ ରାଜ୍ୟର କୌଣସି … Read More

ଆଗାମୀ ୫ ଦିନ ଯାଏ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ଆଜି ୪୦ ଡିଗ୍ରୀ ଉପରେ ୧୪ ସହର

ଭୁବନେଶ୍ବର, (ଓଡିଶା ଟାଇମ୍) : ତାପମାତ୍ରା ଆହୁରି ବଢ଼ିବ । ଆଗାମୀ ୫ ଦିନ ପାଇଁ ଓଡ଼ିଶାର ୧୦ଟି ଜିଲ୍ଲାରେ ତାପମାତ୍ରା ଅଧିକ ରହିବ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି । ପାଣିପାଗ … Read More

ଅଭିନେତା କିରଣ କୁମାରଙ୍କୁ କରୋନା ପଜିଟିଭ

ମୁମ୍ବାଇ , (ଓଡିଶା ଟାଇମ୍) : ବଲିଉଡ୍‌ ଅଭିନେତା କିରଣ କୁମାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । କିରଣ ନିଜେ ଏ ନେଇ ସ୍ପଷ୍ଟ କରିଛନ୍ତି । ରିପୋର୍ଟ ଅନୁଯାୟୀ, କିରଣଙ୍କର … Read More

ଅନଲାଇନରେ ବିକିବୁ ନାହିଁ ମଦ,ଅଫଲାଇନ କରାଯାଉ: ମଦ ବ୍ୟବସାୟୀ ସଂଘ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ମଦର ହୋମ ଡେଲିଭରୀ ପାଇଁ ଅନୁମତି ମିଳିସାରିଛି । ଆଜିଠାରୁ ସାରା ରାଜ୍ୟରେ ମଦର ହୋମ୍ ଡେଲିଭରୀ ଆରମ୍ଭ ହୋଇଥିବା ବେଳେ କଟକରେ ଏହାକୁ ବିରୋଧ କରାଯାଇଛି । ମଦ ଦୋକାନ ବନ୍ଦ ରଖିବାକୁ କଟକ … Read More

ଟ୍ରେନରେ କନ୍ୟା ସନ୍ତାନ ପ୍ରସବ କଲେ ମହିଳା

ଟିଟିଲାଗଡ଼, (ଓଡିଶା ଟାଇମ୍) :କୋରୋନା ପାଇଁ ସାରାଦେଶରେ ଲକଡାଉନ ଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲା ଟିଟଲାଗଡରେ ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ଆଜି ଜଣେ ପ୍ରବାସୀ ମହିଳା ଶ୍ରମିକ କନ୍ୟା ସନ୍ତାନକୁ … Read More

ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୫୩ କୋରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୫୩ କୋରୋନା ଆକ୍ରାନ୍ତ । ଫଳରେ ରାଜ୍ୟରେ ମୋଟ ୫୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ … Read More