ପ୍ଲେ ଷ୍ଟୋରରୁ ଟିକଟିକ୍ ହଟିବା ପରେ କ’ଣ କହିଲା କମ୍ପାନୀ, ପଢନ୍ତୁ

ନୂଆଦିଲ୍ଲୀ; ଓଡିଶା ଟାଇମ: ଟିକଟିକ୍ ଭାରତୀୟ ଯୁବପୀଢ଼ିଙ୍କୁ ବେଶ ଆକୃଷ୍ଟ କରିଥିଲା ବେଳେ ଭାରତ ସରକାର ସୋମବାର ୫୯ ଚାଇନିଜ ଆପକୁ ବ୍ୟାନ୍ କରିଛନ୍ତି । ସୀମା ବିବାଦକୁ ନେଇ ଭାରତ ସରକାର ସୂଚନା ପ୍ରଯୁକ୍ତି ନିୟମାବଳୀ-୨୦୦୯ ର ସେକ୍ସନ୍ ୬୯ … Read More

ମଦୁଆଙ୍କ ପାଇଁ ଖୁସି ଖବର, କାଲିଠୁ କାଉଣ୍ଟରରେ ମଦ ବିକ୍ରି

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଙ୍କଟ ସମୟରେ ମଦ ପିଉଥିବା ଲୋକମାନଙ୍କ ପାଇଁ ଆସିଛି ଏକ ଆରାମଦାୟକ ଖବର । ଏଣିକି କାଉଣ୍ଟର ବା ଦୋକାନମାନଙ୍କରେ ବିକ୍ରି ହେବ ମଦ । କାଉଣ୍ଟରରେ ମଦ ବିକ୍ରି ନେଇ ଅନୁମତି ଦେଇଛି … Read More

୪.୦ ତୀବ୍ରତାର ଭୂମିକମ୍ପ ଝଟ୍‌କା, ପୁଣି ଥରିଲା ଜାମ୍ମୁକାଶ୍ମୀର

ଶ୍ରୀନଗର, (ଓଡିଶା ଟାଇମ୍) :ଜାମ୍ମୁକାଶ୍ମୀରରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିମ୍ପର ତୀବ୍ରତା ୪.୦ ରହିଛି । ସକାଳ ୮ଟା ୫୯ ମିନିଟ୍ ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । କାଟ୍ରାଠାରୁ ୮୪ କିଲୋମିଟର … Read More

ରାଜ୍ୟରେ କରୋନା ନେଲା ଦୁଇ ମହିଳାଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଆକ୍ରାନ୍ତଙ୍କ ସମେତ ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି । ଏହାରି ମଧ୍ୟରେ ଆଜି ନୂଆ ୨୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ … Read More

ଆଗାମୀ ୪ଦିନ ଲାଗିରହିବ ବର୍ଷା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଉତ୍ତରପୂର୍ବ ବିହାରରୁ ଉତ୍ତର ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ଥିବାରୁ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମୌସୁମି ସକ୍ରିୟ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ପାରାଦ୍ବୀପରେ ସର୍ବାଧିକ ୫୩ ମିମି ବର୍ଷା ହୋଇଛି। … Read More

ରାଜ୍ୟରେ ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ, ୭ହଜାର ଟପିଲା କରୋନା ସଂକ୍ରମିତ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଆଜି ଆଉ ୨୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୬୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ଦର୍ଶନ

ପୁରୀ, (ଓଡିଶା ଟାଇମ୍) : ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ସଂଧ୍ୟା ଦର୍ଶନ । କୋଭିଡ କଟକଣା ଯୋଗୁ ଭକ୍ତ ସଂଧ୍ୟା ଦର୍ଶନରୁ ବଞ୍ଚିତ ରହିବେ । ମହପ୍ରଭୁଙ୍କ କେବଳ ଦୈନନ୍ଦିନ ନୀତିକାନ୍ତି ହେବ । ଆଜି ସଂଧ୍ୟା ଧୂପ ପରେ … Read More

ଭାରତରେ କରୋନା: ୧୮,୫୨୨ ନୂଆ ଆକ୍ରାନ୍ତ,୪୧୮ ମୃତ

ନୂଆଦିଲ୍ଲୀ, ଓଡ଼ିଶା ଟାଇମ୍: ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ପାଞ୍ଚ ଲକ୍ଷରୁ ଅଧିକ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬, … Read More

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଅନ୍‌ଲକ୍-୨ର ମାର୍ଗଦର୍ଶିକା ସୋମବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ … Read More

ବିଶାଖାପାଟନମ୍‌ର ଏକ ଔଷଧ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍

ବିଶାଖାପାଟଣା, (ଓଡିଶା ଟାଇମ୍) : ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ପୁଣି ଥରେ ଗ୍ୟାସ୍ ଲିକ୍ ଘଟଣା ଘଟିଛି । ଏଥିରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ୪ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ … Read More