ସରକାରଙ୍କ ବଡ଼ ନିଷ୍ପତ୍ତି ! ବ୍ୟାନ୍‌ ହେଲା ଟିକଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତରେ ଟିକଟକ୍ ବ୍ୟାନ୍ । ଭାରତର ସାର୍ବଭୌମତ୍ଵ , ସଂହତି ଓ ପ୍ରତିରକ୍ଷା ପ୍ରତି ଆଞ୍ଚ  ଆଣୁଥିବା ଅଭିଯୋଗରେ ଚିନ୍‌ ଦେଶର ବିଭିନ୍ନ ସଂସ୍ଥା ଦ୍ଵାରା ପରିଚାଳିତ ଟିକ୍‌ଟକ୍ ସମେତ ୫୯ଟି ଚାଇନିଜ୍ ଆପ୍‌କୁ  ଭାରତ ସରକାର … Read More

ନେପାଳ ପ୍ରସଙ୍ଗରେ କହିଲେ ପୁରୀ ଶଙ୍କରାଚାର୍ଯ୍ୟ: ଚିନ୍‌ ଆଡ଼କୁ ଢଳିଲେ ଅପକର୍ଷ ସୁନିଶ୍ଚିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁରୀ ଶଙ୍କାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦନ ସରସ୍ଵତୀ ନେପାଳର କୂଟନୀତିକ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ବିଶ୍ଵ ଦରବାରରେ ନେପାଳର ବଦଳୁଥିବା କୂଟନୀତିକୁ ଦେଶ ପ୍ରତି ବିପଦ ବୋଲି ଦର୍ଶାଇଛନ୍ତି। ଯଦି ଏହି କୂଟ ନୀତିକ ଚାଲ୍‌ ଚୀନ ପ୍ରତି … Read More

ଜୁଲାଇରେ କେମିତି ହେବ ଲକ୍‌ଡାଉନ୍‌ କଟକଣା: ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପଚାରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ମଙ୍ଗଳବାର ଶେଷଦିନ। ବୁଧବାରଠାରୁ ଜୁଲାଇ ଆରମ୍ଭ ହେବ। ଏହି ମାସରେ କରେନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ନିଆଯାଉଥିବା ଲକ୍‌ଡାଉନ୍‌ ପରିସ୍ଥିତି କେମିତି ରହିବ? ବିଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ପଦକ୍ଷେପ ଘୋଷଣା କରୁଛନ୍ତି ହେଲେ ଓଡ଼ିଶା … Read More

ହେମନ୍ତ ଶର୍ମାଙ୍କୁ ଅବ୍ୟାହତି, ସତ୍ୟବ୍ରତ ସାହୁ ହେଲେ ନୂଆ ଏମ୍‌ଏସ୍‌ଏମ୍‌ଇ ଦାୟିତ୍ଵ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟର ଭିତ୍ତିଭୂମି ପ୍ରସ୍ତୁତି ଦାୟିତ୍ଵ ଲାଭ କରିଥିବା ବିବାଦୀୟ ଆଇଏଏସ୍‌ ଅଧିକାରୀ ହେମନ୍ତ ଶର୍ମାଙ୍କୁ ପୁଣି ଏକ ଦାୟିତ୍ଵରୁ ଅବ୍ୟାହତି ଦେଇଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ଏକ ବିଜ୍ଞପ୍ତି … Read More

ଘରେ ଏଭଳି କରନ୍ତୁ କର୍ପୂରର ବ୍ୟବହାର . . .

ପ୍ରତ୍ୟେକ ଲୋକଙ୍କ ଘରେ କର୍ପୂରକୁ ପୂଜାର୍ଚ୍ଚନାରେ ବ୍ୟବହାର କରିଥାନ୍ତି । କର୍ପୂର ଯେ ଖାଲି ପୂଜାର୍ଚ୍ଚନାରେ ବ୍ୟବହାର ହୋଇଥାଏ ତା’ନୁହେଁ ଏହାକୁ ଇନଫେକ୍ସନ୍ ଦୂର କରିବା ଓ କେଶ ସମସ୍ୟା ଦୂର କରିବାରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାଛଡା ର୍କପୂରକୁ … Read More

ଟିକଟକକୁ ଟକ୍କର ଦେଉଛି ଚିଙ୍ଗାରି ଆପ୍‌

ଭୁବନେଶ୍ୱର, ଓଡିଶା ଟାଇମ: ଅନେକ ଦିନ ଧରି ଭାରତୀୟ ବଜାରରେ ଟିକଟିକ ଆପ୍ କବଜା କରି ରଖିଛି । ହେଲେ ଏହି ଆପକୁ ଟକ୍କର ଦେବା ପାଇଁ ଆସିଛି ନୂଆ ଚିଙ୍ଗାରି ଆପ୍ । ଭାରତ ଓ ଚୀନ ମଧ୍ୟରେ ସୀମାକୁ … Read More

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କଲା ଇରାନ

ଆମେରିକା , (ଓଡିଶା ଟାଇମ୍) : ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ନାମରେ ଗିରଫ ପରୱାନା ଜାରି କରିଛି ଇରାନ । ଟ୍ରମ୍ପଙ୍କ ସହ ଆହୁରି ୩୦ ଜଣଙ୍କ ନାମରେ ମଧ୍ୟ ଗିରଫ ପରୱାନା ଜାରି କରାଯାଇଛି । ଏହା ସହ … Read More

ଜୁଲାଇ ୩୧ ଯାଏ ଲକଡାଉନ୍ ବଢ଼ାଇଲା ଏହି ରାଜ୍ୟ

ମୁମ୍ବାଇ, (ଓଡିଶା ଟାଇମ୍) :ସାରା ଦେଶରେ କରୋନା ପରିସ୍ଥିତି ଭୟଙ୍କର ହେବାରେ ଲାଗିଲାଣିି । ଏହାରି ମଧ୍ୟରେ ଲକ-ଡାଉନକୁ ୩୧ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟରେ ଲଗାତାର କରୋନା ମାମଲା ବଢୁଥିବାର ଦେଖି ଉଦ୍ଧବ ଠାକରେ … Read More

ପାକିସ୍ତାନ କରାଚିରେ ଥିବା ଷ୍ଟକ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ, (ଓଡିଶା ଟାଇମ୍) : କରାଚୀରେ ଥିବା ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ୪ ବନ୍ଧୁକଧାରୀ ଆତଙ୍କବାଦୀ ଷ୍ଟକ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ପଶି ଆଖିବୁଜା ଗୁଳିଚାଳନା କରିବାରୁ ୫ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ପୁଲିସ … Read More

ବାତିଲ ହେଲା ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : ବାତିଲ ହେଲା ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା। ପରୀକ୍ଷାର୍ଥୀଙ୍କୁ ଆଉ ଦେବାକୁ ପଡ଼ିବ ନାହିଁ ବାକି ଥିବା ପରୀକ୍ଷା। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଯେହେତୁ କେନ୍ଦ୍ର ମାନବ … Read More