ଆଜି ପବିତ୍ର ବାହୁଡା ଯାତ୍ରା

ପୁରୀ, (ଓଡିଶା ଟାଇମ୍) :ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାପ୍ରଭୁ । ବାହୁଡା ଯାତ୍ରା ଲାଗି ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ନିକଟରେ ସଜେଇ ହୋଇ ରହିଛନ୍ତି ତିନି ରଥ । … Read More

ଆସନ୍ତା କାଲି ବାହୁଡ଼ା, ସକାଳ ୮ଟାରେ ପହଣ୍ଡି, ମଧ୍ୟାହ୍ନରେ ରଥ ଟଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ବୁଡ଼ବାର ଅନୁଷ୍ଠିତ ହେବ। ଏଥିନେଇ ପ୍ରଶାସନ ଓ ସରକାରୀ ସ୍ତରରେ ପ୍ରସ୍ତୁତି ହୋଇଛି। ରଥଯାତ୍ରା ଭଳି ବାହୁଡ଼ାଯାତ୍ରାକୁ ଭକ୍ତଶୂନ୍ୟ ଯାତ୍ରାରେ ପରିଣତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି … Read More

ତ୍ୱଚା ପାଇଁ କେତେ ଉପକାରୀ ଘିକୁଆଁରୀ ?

ଭୁବନେଶ୍ୱର; ଓଡିଶା ଟାଇମ : ଘିକୁଆଁରୀ ଦେଖିବାକୁ ଟିକେ ଅଜିବ ଥିଲେ ମଧ୍ୟ ଏଥିରେ ଔଷଧୀୟ ଗୁଣ ଭରି ରହିଛି । ଏହାକୁ ଚେହେରାର ସୌନ୍ଦର୍ଯ୍ୟ ବଢାଇବାରେ ଉପଯୋଗ କରାଯିବା ସହ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ । ଡାକ୍ତରଙ୍କ … Read More

କୁଲି ନଂ୧କୁ ୨୫ ବର୍ଷ ପୁରିଲା; ସ୍ପେଶାଲ ପୋଷ୍ଟ ଶେୟାର କଲେ କରିସ୍ମା

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡର ଲୋକପ୍ରିୟ ନାୟିକା କରିସ୍ମା କପୁର ଏବେ ବଡ ପରଦାରୁ ଦୂରେଇ ଯାଇଛନ୍ତି । ହେଲେ ଦର୍ଶକଙ୍କ ମଧ୍ୟରେ ତାଙ୍କର କ୍ରେଜ ଆଜିବି ତାଜା ରହିଛି । ଯିଏକି ନବେ ଦଶକରେ ବଲିଉଡ ଦୁନିଆରେ ଚହଳ ସୃଷ୍ଟି … Read More

ନଭେମ୍ବର ଯାଏଁ ଜାରି ରହିବ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ’ ଅନ୍ନ ଯୋଜନା; ଖର୍ଚ୍ଚ ହେବ ୯୦ ହଜାର କୋଟି ଟଙ୍କା: ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ସହିତ ଏକ ବଡ ଘୋଷଣା କରିଛନ୍ତି । ଯାହାର ଲାଭ ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ମିଳିପାରିବ । ଆସନ୍ତା ନଭେମ୍ବର ଶେଷ ଯାଏଁ ପ୍ରଧାନମନ୍ତ୍ରୀ … Read More

ବିଏମସି କାର୍ଯ୍ୟାଳୟରେ ଜନସାଧାରଣ ପ୍ରବେଶ ଉପରେ ଜାରି ହେଲା କଟକଣା

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଏମ୍‌ସି କାର୍ଯ୍ୟାଳୟରେ ଲୋକଙ୍କ ପ୍ରବେଶ ଉପରେ କଟକଣା। ବିଏମ୍‌ସି ପକ୍ଷରୁ ଲଗାଗଲା କଟକଣା। ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧିକୁ ଦେଖି ବିଏମ୍‌ସିର ନିଷ୍ପତ୍ତି। ଆଜିଠୁ କଡାକଡି ହେବ ଏନ୍‌ଫୋର୍ସମେଣ୍ଟ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା … Read More

ରାଜ୍ୟରେ ରାତି ୯ରୁ ସକାଳ ୫ ଯାଏଁ ରାତ୍ରୀକାଳିନ କର୍ଫ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ରାତ୍ରୀକାଳିନ କର୍ଫ୍ୟୁର ସମୟସୀମାକୁ ରାତି ୯ରୁ ସକାଳ ୫ଟା ଯାଏଁ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ମୁଖ୍ୟ ଶାସନ ସଚିବ କହିଥିଲେ ଯେ, … Read More

ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ୨୪୩ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୨୪୩ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୧୮୯ରେ ପହଁଚିଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଜପତିର ୫୯ … Read More

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୬ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ବରରୁ ଆଜି ଆଉ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୬ ସଂକ୍ରମିତଙ୍କୁ ମିଶାଇ … Read More

ଭିଡ଼ିଓରେ ପାଠ ପଢ଼ିବେ +୨ ଛାତ୍ରଛାତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଯୁକ୍ତ ୨ ଦ୍ୱିତୀୟ ବର୍ଷ ପାଠପଢ଼ା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ଭିଡିଓ ମାଧ୍ୟମରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ପାଠପଢ଼ା ହେବ। ଏଥିଲାଗି କାଲିଠାରୁ ୨ ଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ … Read More