ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ
କାମାକ୍ଷାନଗର,(ଓଡିଶା ଟାଇମ୍):ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସର କନିଷ୍ଠ କିରାଣୀ ଜୀବାନନ୍ଦ ଶତପଥୀ । ଖବର ଅନୁଯାୟୀ, ଇନ୍କମ୍ ଟ୍ୟାକ୍ସ ବିଲ୍ କମାଇବା ପାଇଁ କନ୍ତିଓକାଟେଣୀ … Read More











