ବାଙ୍ଗଲାଦେଶରେ ବଡ଼ ଦୁର୍ଘଟଣା, କଣ୍ଟେନର ଡିପୋରେ ନିଆଁ ଲାଗି୩୩ ଜଣଙ୍କ ମୃତ୍ୟୁ, ୪୫୦ରୁ ଅଧିକ ଆହତ
ବାଂଲାଦେଶ,(ଓଡ଼ିଶା ଟାଇମ୍): ବାଙ୍ଗଲାଦେଶରେ ଚଟଗାଓଁରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ସୀତାକୁଣ୍ଡା ଉପଜିଲ୍ଲାରେ ଏକ ବେସରକାରୀ ଇନଲ୍ୟାଣ୍ଡ୍ କଣ୍ଟେନର ଡିପୋରେ ବସ୍ପୋରଣରେ ଯୋଗୁଁ ନିଆଁ ଲାଗି ୩୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୫୦ … Read More











