କାମ କରୁନି ଏଏସଆଇ: ଶ୍ରୀମନ୍ଦିର ଜଗମୋହନରୁ ପୁଣି ଖସିଲା ପଥର, ରାଜ୍ୟ ସରକାର ବି ନିଦରେ
ଭୁବନେଶ୍ଵର, (ଓଡିଶା ଟାଇମ): ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ପୁଣିଥରେ ପଥର ଖସିଛି। ପୂର୍ବଭଳି ଏହା କୌଣସି ପଥରର ଆବରଣ ନୁହେଁ, ବରଂ 12ଶ ଶତାବ୍ଦୀର ଏକ କାରୁକାର୍ଯ୍ଯସମ୍ପନ୍ନ ସମ୍ପନ୍ନ ପଥର ଖଣ୍ଡ। ଏହା ଜଗମୋହନର ଉପରଭାଗ ଚାଳିରୁ ଖସିଛି, ଯାହାର ଲମ୍ବ … Read More











