ଆଜି ଜନ୍ମମାଟିକୁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ : ବିଧାନସଭା ସମ୍ମିଳନୀ କକ୍ଷରେ ବିଧାୟକ ଓ ସାଂସଦଙ୍କୁ ଭେଟିବେ
ଭୁବନେଶ୍ୱର,(ଓଡ଼ିଶା ଟାଇମ୍):ଜନ୍ମମାଟି ଓଡ଼ିଶାରୁ ସମର୍ଥନ ମାଗିବା ପାଇଁ ଶୁକ୍ରବାର ଭୁବନେଶ୍ୱର ଆସୁଛନ୍ତି ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପୃଥକ୍ ଭାବେ ଭେଟିବେ ବିଜେଡି ଓ ବିଜେପିର ବିଧାୟକ ଏବଂ ସାଂସଦଙ୍କୁ । ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ଅନୁରୋଧ … Read More











