ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ କୌଣସି ଦୃଢ ପଦକ୍ଷେପ ନେଲେ ଝମେଲା ଅଧିକ ବଢିଯାଇପାରେ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟ ସହାନୁଭୂତି ଲାଭ କରିବେ … Read More

ଅଓ୍ୱନ୍ତିପୋରା ଏନକାଉଣ୍ଟରରେ ସୁରକ୍ଷାବାହିନୀକୁ ସଫଳତା, ଟଳିଲେ ୨ ଆତଙ୍କୀ

ଶ୍ରୀନଗର,(ଓଡ଼ିଶା ଟାଇମ୍): ଜାମ୍ମୁ କାଶ୍ମୀରର ଅଓ୍ୱନ୍ତିପୋରାରେ ପୋଲିସ ଏବଂ ସୁରକ୍ଷା ବାହିନୀ ଏନକାଉଣ୍ଟର । ଫଳରେ ଏହି ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କୁ ମାରି ଗଡାଇଛନ୍ତି ସୁରକ୍ଷାବାହିନୀ । ଜାମ୍ମୁ କାଶ୍ମୀର ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି । ସୋମବାର ସନ୍ଧ୍ୟାରେ … Read More

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୩ ଜଣ କୋଭିଡ ପଜିଟିଭ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ରାଜ୍ୟରେ ତଳକୁ ଖସିଲା କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ଜଣେ ସ୍ଥାନୀୟ ସଂକ୍ରମିତ … Read More

ବ୍ରଜରାଜନଗର ଉପନିର୍ବାଚନ : ୧୧ଟା ସୁଦ୍ଧା ୨୩ ପ୍ରତିଶତ ମତଦାନ

ଝାରସୁଗଡ଼ା,(ଓଡ଼ିଶା ଟାଇମ୍):ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ଦିନ ୧୧ ଟା ସୁଦ୍ଧା ୨୩ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ … Read More

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର, ନିବେଶ ହେବ ୩ ହଜାର କୋଟି

ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ପାରାଦୀପ ବନ୍ଦରକୁ ୩,୦୦୪.୬୩ କୋଟି ଟଙ୍କା ବିନିମୟରେ ଏକ ବିଶ୍ୱ-ସ୍ତରୀୟ ଆଧୁନିକ ବନ୍ଦର ଭାବରେ ବିକଶିତ କରାଯିବ । ଯେଉଁଥିରେ ବଡ଼ ଆକାରର କ୍ୟାପ୍ସାଇଜ ଜାହାଜକୁ ମଧ୍ୟ ସମ୍ଭାଳିବାର କ୍ଷମତା ରହିବ । ବନ୍ଦର ଏବଂ ଜଳମାର୍ଗ ମନ୍ତ୍ରାଳୟ … Read More

କାଳବୈଶାଖୀ ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,(ଓଡିଶା ଟାଇମ୍):ଆସନ୍ତା ୪ ଦିନ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇପାରେ। ରବିବାର ୮ଟି ଜିଲ୍ଲାରେ ଘଡ଼ଘଡ଼ି, ବର୍ଷା ସହ ଧୂଳିଝଡ଼ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଏବେ … Read More

ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର,(ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୩୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ … Read More

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

କାମାକ୍ଷାନଗର,(ଓଡିଶା ଟାଇମ୍):ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସର କନିଷ୍ଠ କିରାଣୀ  ଜୀବାନନ୍ଦ ଶତପଥୀ । ଖବର ଅନୁଯାୟୀ, ଇନ୍‌କମ୍‌ ଟ୍ୟାକ୍ସ ବିଲ୍‌ କମାଇବା ପାଇଁ କନ୍ତିଓକାଟେଣୀ … Read More

ଆସନ୍ତା ମେ ୨୩ରେ ନନ୍ଦନକାନନରେ ଅତ୍ୟାଧୁନିକ ବହୁତଳ ପାର୍କିଂ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଓଡିଶା ଟାଇମ୍):ଆସନ୍ତା ଶୁକ୍ରବାର ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଏକ ଅତ୍ୟାଧୁନିକ ବହୁତଳ ପାର୍କିଙ୍ଗ ବ୍ୟବସ୍ତାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ।ଏନେଇ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟାଟକ ଙ୍କ୍ ପାଇଁ ଖୁସିଖବର।ଏଣିକ ପର୍ଯାଟକମାନେ ନିଜ ସାଙ୍ଗରେ ଆଣିଥିବା … Read More