ଦେଶରେ ୧୬ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ପାଞ୍ଚ ଲକ୍ଷରୁ ଅଧିକ ଟପିଛି। ଏଥି ସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ … Read More

ଆଜି ଦିନ ୧୧ ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେଡିଓରେ  ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଚଳିତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହେଉଛି ୬୬ତମ ସଂସ୍କରଣ।  ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ … Read More

ଅନ୍ୟ ଦେଶ ତୁଳନାରେ ଭାରତ ଏବେବି ଭଲ ସ୍ଥିତିରେ ରହିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସାରା ବିଶ୍ଵ ଏବେ ମହାମାରୀ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛି। କୋଭିଡ-୧୯ କେବଳ ଏକ ଶାରିରୀକ ରୋଗ ନୁହେଁ, ଯାହା ଲୋକଙ୍କ ଜୀବନ ପାଇଁ ବିପଦ। ଏହାର ଆମର ଧ୍ୟାନକୁ ଅସୁସ୍ଥ ଜୀବନଶୈଳୀଗୁଡ଼ିକ ପ୍ରତି … Read More

ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡ଼ିଜେଲ ଦର

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ବି ବଢିଛି ତେଲ ଦର।  ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ୨୧ ପଇସା ବୃଦ୍ଧି ପାଇଛି । ଲଗାତାର ୨୧ ଦିନ ଧରି ତୈଳଦର ବୃଦ୍ଧି ଘଟିଛି ରାଜଧାନୀ ଦିଲ୍ଲୀରେ … Read More

ଦେଶରେ ୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଭାଇରସ୍ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ପାଞ୍ଚ ଲକ୍ଷରୁ ଅଧିକ … Read More

ଲଦାଖ ବାହାନାରେ ଆମେରିକାକୁ ଟାର୍ଗେଟ୍‌ କରୁଛି ଚୀନ୍‌

ପୂର୍ବ ଲଦାଖରେ ଯୁଦ୍ଧ ବିମାନ, ତାଇୱାନରେ ଫାଇଟର ଜେଟ୍‌ ଏବଂ ଜାପାନକୁ ବୁଡ଼ାଜାହାଜ ପଠାଇ ଚୀନ୍ ପଡ଼ୋଶୀ ଦେଶମାନଙ୍କୁ ହଇରାଣ କରିପାରେ । ଚୀନ୍‌ର ବାସ୍ତବିକ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ପ୍ରାଧାନ୍ୟ ପ୍ରତିଷ୍ଠା ପାଇଁ ଆମେରିକାକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି । … Read More

ପୁଣି ବଢିଲା ତେଲଦର, ଜାଣନ୍ତୁ କେତେ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ବି ବଢ଼ିଲା ତୈଳ ଦର। ଲଗାତର ୨୦ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବାରେ ଲାଗିଛି। ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ଖାଉଟି ଉପରେ ଏହାର ପ୍ରଭାବ ପଡ଼ିଛି। ଆଜି ପେଟ୍ରୋଲ୍‌ … Read More

ଚୀନକୁ ଚେତାଇଲା ଭାରତ: କହିଲା- ଏଲଏସିରୁ ସେନା ହଟାଅ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତ ପୂର୍ବ ଲଦ୍ଦାଖରେ ଗତିରୋଧ ପାଇଁ ଚୀନକୁ ଚେତାବନୀ ଦେଇଛି । ଭାରତ କହିଛି, ଚୀନ ମେ’ ମାସର ଆରମ୍ଭରୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ବଡ଼ ସଂଖ୍ୟାରେ ସୈନିକ ଓ ଯୁଦ୍ଧ ସାମଗ୍ରୀ ଏକତ୍ର କରୁଛି … Read More

ଦେଶରେ ରେକର୍ଡ ଭାଙ୍ଗୁଛି କରୋନା, ଦିନକରେ ପୁଣି ୧୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଗଲାଣି ୪୦୭ ଜୀବନ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଭାରତରେ କରୋନାସ୍ଥିତି ସଂଘାତିକ ହେଉଛି । ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା । ଦିନକୁ ଦିନ ମହାମାରୀ କରୋନା ଭାଇରସ ପ୍ରଭାବ ବଢ଼ିଚାଲିଛି । ଦେଶରେ ପ୍ରତିଦିନ … Read More

ସିବିଏସଇ ଦଶମ, ଦ୍ବାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଚଳିତବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ୧୦ମ ଏବଂ ଦ୍ବାଦଶ ପରୀକ୍ଷା ହେବ ନାହିଁ। ପରୀକ୍ଷା ବାତିଲ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ଗୁରୁବାର ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ପରୀକ୍ଷାକୁ … Read More