ପତଳା କେଶ ପାଇଁ ଚିନ୍ତିତ କି, ଆପଣାନ୍ତୁ ଏହି ଘରୋଇ ଉପାୟ

(ଓଡିଶା ଟାଇମ) : ସୁନ୍ଦର କେଶ ପାଇବା ପାଇଁ ସମସ୍ତେ ଚାହାଁନ୍ତି । ହେଲେ ଅଧିକାଂଶ ମହିଳାମାନେ ପତଳା କେଶ ତଥା ଚୁଟି ଝଡିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସମସ୍ୟା ଲାଗି ଖାଇବା ପିଇବାରେ ଅବହେଳା, ବଜାରରେ … Read More

୧୨ ଯବାନ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ୧୨ ଜଣ ସେନା ଯବାନଙ୍କୁ କରୋନା। ନାଗାଲାଣ୍ଡର କୋହିମା ଜିଲ୍ଲାରେ କାର୍ଯ୍ୟରତ ୧୨ ଜଣ ସେନା ଯବାନଙ୍କ ଠାରେ କୋଭିଡ୍ ୧୯ ଭୂତାଣୁ ଚିହ୍ନଟ ହୋଇଛି। ଜଖମା ଆର୍ମୀ କ୍ୟାମ୍ପରେ କ୍ୱାରେଣ୍ଟିନ୍‌ ସେଣ୍ଟର୍‌ରେ ଥିବା ଏହି … Read More

କରୋନିଲ ବିକ୍ରି ଉପରେ ରୋକ୍‌ ଲଗାଇଲା ମହାରାଷ୍ଟ୍ର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ରାଜସ୍ଥାନ ପରେ ମହାରାଷ୍ଟ୍ରରେ ବି ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନା ଔଷଧ କରୋନିଲ ବ୍ୟାନ ହୋଇଛି । ଆୟୁଷ ମନ୍ତ୍ରାଳୟ ମଧ୍ୟ ଏହି ଔଷଧ ଉପରେ ଆପତ୍ତି କରିସାରିଛି । ଏହି ଔଷଧ ଉପରେ କୌଣସି … Read More

କରୋନା ଅପଡେଟ : ୨୪ ଘଣ୍ଟାରେ ୧୬ ହଜାର ୯୨୨ ନୂଆ ରୋଗୀ, ୪୧୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୩ହଜାର ୧୦୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ହଜାର ୮୯୪ କୁ ବୃଦ୍ଧି … Read More

‘ନେହେରୁ ଚୀନ୍‌କୁ ଆସାମ ଦେବାକୁ ରାଜି ହୋଇଥିଲେ’

ମଇ ୫ତାରିଖ ପରଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଏହା ପରେ, ୧୫ ଜୁନ୍ ରେ, ଦୁଇ ଦେଶର ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଏହି ବିବାଦରେ ୨୦ ଜଣ ଭାରତୀୟ ସୈନିକ ସହିଦ … Read More

ପାକିସ୍ତାନ-ଭାରତ କୂଟନୈତିକ ସମ୍ପର୍କ ୫୦ ପ୍ରତିଶତ ହ୍ରାସ- ଭାରତର ଅଧା ରାଷ୍ଟ୍ରଦୂତ ପ୍ରତ୍ୟାହାର

ଭାରତ ଶେଷରେ ରାଜି ହୋଇଥିବା ପରି ମନେହୁଏ – ତାହା ହେଉଛି, ଆଉ ନୁହେଁ । ନିକଟରେ ଭାରତୀୟ ଉଚ୍ଚ ଆୟୋଗର ଦୁଇଜଣ ଅଧିକାରୀଙ୍କ ସହ ନିର୍ଯ୍ୟାତନା ପରେ ଭାରତ ଦିଲ୍ଲୀର ପାକିସ୍ତାନ ହାଇ କମିଶନରେ ପୋଷ୍ଟ ହୋଇଥିବା ପାକିସ୍ତାନୀ କର୍ମଚାରୀଙ୍କୁ … Read More

ପତଞ୍ଜଳିକୁ ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗର ନୋଟିସ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଭାଇରସ ଔଷଧ ବାହାର କରିଥିବା ଦାବି କରିଥିବା ଯୋଗଗୁରୁ ରାମଦେବ ବାବାଙ୍କ ଆୟୁର୍ବେଦିକ ସଂସ୍ଥା ଦିବ୍ୟ ଫର୍ମାସୀ ବର୍ତ୍ତମାନ ଅଡୁଆରେ ପଡିଯାଇଛି । କମ୍ପାନୀକୁ ଥଣ୍ଡା କାଶ ଔଷଧ ତିଆରି କରିବାକୁ ମିଳିଥିଲା ଲାଇସେନ୍ସ … Read More

ଦେଶରେ ୨୪ଘଣ୍ଟାରେ ୪୬୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଭୂତାଣୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ପାର୍‌ ହୋଇଛି। ଗତ କିଛିଦିନ ଧରି ଦୈନିକ ୧୪ରୁ ୧୫ ହଜାର ମଧ୍ୟରେ ନୂଆ ରୋଗୀ ଚିହ୍ନଟ ହେଉଥିବାବେଳେ ଗତ ୨୪ ଘଣ୍ଟାରେ ୧୫ … Read More

ପତଞ୍ଜଳି କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆୟୁଷ ମନ୍ତ୍ରାଳୟ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ଦ୍ୱାରା କରୋନା ଭାଇରସର ଉପଚାର ପାଇଁ ବିକଶିତ କରିଥିବା ଔଷଧ କରୋନିଲ୍ ସମ୍ପର୍କରେ ଖବର ପାଇବା ପରେ ନିଜର ପ୍ରତିକ୍ରିୟା ରଖିଛି । ଏହି ମାମଲାରେ ବିଧିବଦ୍ଧ ଯାଂଚ … Read More

ଦେଶରେ ପୁଣି ପୂର୍ବ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ପ୍ରାୟ ୧୫ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ପୂର୍ବ ରେକର୍ଡ ଭାଙ୍ଗି ପୁଣି ସର୍ବାଧିକ ୧୪ ହଜାର ୯୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୪ ଲକ୍ଷ … Read More