ଗୋଟିଏ ଦିନରେ ଡ୍ରାଗନ୍‌କୁ ଦୁଇଟି ଝଟ୍‌କା, ଚୀନ୍‌ର ଅଭିଯୋଗ ଉପରେ ଭାରତର ଜବାବ

ସୀମା ଉପରେ ନଜର ରଖି ଭାରତ ଚୀନ୍‌କୁ ଘେରିବାକୁ ଆରମ୍ଭ କରିଛି । କେବଳ ସୀମାରେ ନୁହେଁ, ଅନ୍ୟ ଅଞ୍ଚଳରେ ମଧ୍ୟ ଡ୍ରାଗନକୁ ଆଘାତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଚୀନ୍‌ରୁ ପ୍ରତିକ୍ରିୟା ଆସିବା ପରେ ଲାଗୁଛି ଯେ ଭାରତର … Read More

ଆମର ସୈନ୍ୟ ଭାରତ ସହ ଛିଡ଼ା ହୋଇଛନ୍ତି-ଫ୍ରାନ୍ସ

ଯେହେତୁ ଚୀନ୍ ଗାଲଭାନ୍ ଉପତ୍ୟକାରେ ଉତ୍ତେଜନା ବଢ଼ାଇଛି, ସେହି ଦିନଠାରୁ ଅନେକ ଦେଶ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ବର୍ତ୍ତମାନ ପରିସ୍ଥିତି ମଧ୍ୟ ଯାହା ହେଉନା କାହିଁକି ଫ୍ରାନ୍ସ ସୂଚାଇ ଦେଇଛି ଯେ ଏହା କେବଳ ଭାରତକୁ ସମର୍ଥନ … Read More

ଦେଶରେ ଗୋଟିଏ ଦିନରେ ୧୮ ହଜାର ୬୫୩ ନୂଆ ସଂକ୍ରମିତ ଚିହ୍ନଟ ଓ ୫୦୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ ବଢୁଛି କରୋନା ପ୍ରଭାବ। ପ୍ରତିଦିନ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପୁଣି ୧୮ ହଜାର ୬୫୩ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ … Read More

ସିଆରପିଏଫ ଟ୍ରୁପ ଉପରେ ଆତଙ୍କବାଦୀ ହମଲା : ଦୁଇ ଯବାନ ସହିଦ

ଶ୍ରୀନଗର, (ଓଡିଶା ଟାଇମ୍) :ଜାମ୍ମୁ କାଶ୍ମୀରର ସୋପୋରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କନଭେନ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ସିଆରପିଏଫ ୧୭୯ ବାଟାଲିୟନର ଦୁଇ ଜଣ ଜବାନ ନିହତ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କ … Read More

୪.୦ ତୀବ୍ରତାର ଭୂମିକମ୍ପ ଝଟ୍‌କା, ପୁଣି ଥରିଲା ଜାମ୍ମୁକାଶ୍ମୀର

ଶ୍ରୀନଗର, (ଓଡିଶା ଟାଇମ୍) :ଜାମ୍ମୁକାଶ୍ମୀରରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିମ୍ପର ତୀବ୍ରତା ୪.୦ ରହିଛି । ସକାଳ ୮ଟା ୫୯ ମିନିଟ୍ ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । କାଟ୍ରାଠାରୁ ୮୪ କିଲୋମିଟର … Read More

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଅନ୍‌ଲକ୍-୨ର ମାର୍ଗଦର୍ଶିକା ସୋମବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ … Read More

ବିଶାଖାପାଟନମ୍‌ର ଏକ ଔଷଧ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍

ବିଶାଖାପାଟଣା, (ଓଡିଶା ଟାଇମ୍) : ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ପୁଣି ଥରେ ଗ୍ୟାସ୍ ଲିକ୍ ଘଟଣା ଘଟିଛି । ଏଥିରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ୪ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ … Read More

ସରକାରଙ୍କ ବଡ଼ ନିଷ୍ପତ୍ତି ! ବ୍ୟାନ୍‌ ହେଲା ଟିକଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତରେ ଟିକଟକ୍ ବ୍ୟାନ୍ । ଭାରତର ସାର୍ବଭୌମତ୍ଵ , ସଂହତି ଓ ପ୍ରତିରକ୍ଷା ପ୍ରତି ଆଞ୍ଚ  ଆଣୁଥିବା ଅଭିଯୋଗରେ ଚିନ୍‌ ଦେଶର ବିଭିନ୍ନ ସଂସ୍ଥା ଦ୍ଵାରା ପରିଚାଳିତ ଟିକ୍‌ଟକ୍ ସମେତ ୫୯ଟି ଚାଇନିଜ୍ ଆପ୍‌କୁ  ଭାରତ ସରକାର … Read More

ନେପାଳ ରାସ୍ତା ଦେଇ ଦେଶରେ ପ୍ରବେଶ କରିଛନ୍ତି ଜୈସର ୬ ଆତଙ୍କବାଦୀ

ପାଟଣା, (ଓଡିଶା ଟାଇମ୍) :ପୋଲିସ ମୁଖ୍ୟାଳୟ ସୂତ୍ର ଅନୁଯାୟୀ, ସ୍ପେଶାଲ ବ୍ରାଞ୍ଚ ଏସପି ମୁଜାଫରପୁର ସହିତ ଉତ୍ତର ବିହାରର ସମସ୍ତ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି । ନେପାଳ ରାସ୍ତା ଦେଇ ଜୈସର ୬ରୁ ଅଧିକ ଆତଙ୍କବାଦୀ ବିହାରରେ ପ୍ରବେଶ … Read More

ଚୀନକୁ ଚେତାବନୀ: ପ୍ରଧାନମନ୍ତ୍ରୀ କହିଲେ, ଭାରତ ଜବାବ ଦେବା ଜାଣେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଲଦାଖର ଗଲୱାନ ଉପତ୍ୟାକରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଚଳି ଦେବା ସହ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମରେ ସାରା ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଡିଓ କାର୍ଯ୍ୟକ୍ରମ ‘ମନ୍ … Read More