ଚୀନ୍କୁ ଦୃଢ଼ ବାର୍ତ୍ତା, ଏଲଏସି ଉପରେ ଉଡ଼ୁଛି ଭାରତୀୟ ବାୟୁସେନା ଯୁଦ୍ଧ ଜାହାଜ
ଏଲଏସି ଉପରେ ଚୀନ୍ ସହ ତିକ୍ତତା ମଧ୍ୟରେ ସୀମାରେ ଭାରତ ନିଜର କାର୍ଯ୍ୟକଳାପକୁ ତୀବ୍ର କରିଛି । ଭାରତୀୟ ବାୟୁସେନା ଏହାର ଯୁଦ୍ଧ ବିମାନ ସୀମା ନିକଟରେ ଥିବା ଏୟାରବେସରେ ନିୟୋଜିତ କରିସାରିଛି । ଆପାଚେ ହେଲିକପ୍ଟରଗୁଡ଼ିକ ମଧ୍ୟ ବାୟୁସେନାର ସୁଖୋଇ … Read More











