‘ବେଙ୍ଗାଲୁରୁ ପାଇଁ ଓଡ଼ିଆଙ୍କ ରହିଛି ଯଥେଷ୍ଟ ଅବଦାନ’
ଭୁବନେଶ୍ଵର(ଓଡ଼ିଶା ଟାଇମ୍): ବେଙ୍ଗାଲୁରୁ ପାଇଁ ଓଡ଼ିଆମାନଙ୍କ ଅବଦାନ ଯଥେଷ୍ଟ ରହିଛି। ତେଣୁ ସେମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଏଠାରେ ଶିଳ୍ପାନୁଷ୍ଠାନଗୁଡ଼ିକ କାମ ଆରମ୍ଭ କଲେଣି। ତେଣୁ ଓଡ଼ିଆ ଶ୍ରମଜୀବୀମାନେ ଭୟଭୀତ ନ ହୋଇ ଧୈର୍ଯ୍ୟ ଧରନ୍ତୁ। ବେଙ୍ଗାଲୁରୁରେ … Read More











