#coronaUpdates: ସିଆର୍ପିଏଫ ମୁଖ୍ୟାଳୟ ସିଲ୍, ନିୟନ୍ତ୍ରଣ କକ୍ଷ ବି ବନ୍ଦ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ନୂଆଦିଲ୍ଲୀର ସିଜିଓ କଂପ୍ଲେକ୍ସରେ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସବଳ ( ସିଆର୍ପିଏଫ୍) ମୁଖ୍ୟଳୟକୁ ବନ୍ଦ ଘୋଷଣା କରାଯାଇଛି। ଏଠାରେ ସିଆର୍ପିଏଫ୍ ଡିଜି ଓ ସ୍ଵତନ୍ତ୍ର ଡିଜିଙ୍କ ସହ ନିୟନ୍ତ୍ରଣ କକ୍ଷ ବି ରହିଛି। ଜଣେ ଉଚ୍ଚପଦସ୍ଥ କର୍ମଚାରୀଙ୍କ … Read More











