କେନ୍ଦ୍ରାପଡ଼ାରେ ପହଂଚିଲେ କେରଳରୁ ୨୮୩ ଦାଦନ, ପଞ୍ଜିକରଣ କରିଥିଲେ ୨୭୪
କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍): କେରଳରେ ଦାଦନ ଖଟୁଥିବା ୨୮୩ ଜଣ ଶ୍ରମିକ ରବିବାର କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିଛନ୍ତି । ଏହି ଘରବାହୁଡ଼ା ଶ୍ରମିକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ ଯୋଗେ ବିଭିନ୍ନ ପଂଚାୟତକୁ ପଠାଇ ଦିଆଯିବା ସହ ପଂଚାୟତରେ ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟୀନ … Read More











