ସିଭିଲ୍ ସର୍ଭିସ୍ ପ୍ରିଲିମାନାରୀ ଏକ୍ଜାମ୍ ସ୍ଥଗିତ
ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍): କରୋନା ମହାମାରୀ ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିସନ୍ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ଏକ୍ଜାମକୁ ସ୍ଥଗିତ ରଖାଯାଇଥିବା କମିସନ ପକ୍ଷରୁ ଘୋଷଣା କରାଯାଇଛି। … Read More











