#Corona Update: ସମୁଦାୟ ୧୭୦, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ, କେତେ ହେଲେ ସୁସ୍ଥ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ କରୋନା ପଜିଟିଭ୍ଙ୍କ ଚିହ୍ନିତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ଗତକାଲି ସକାଳ ୭ଟାରେ ଏହି ସଂଖ୍ୟା ୧୬୩ ଥିଲା। ଏହି ୨୪ ଘଣ୍ଟା ଭିତରେ ଯାଜପୁର ଜିଲ୍ଲାରେ ୪ଜଣ ନୂଆ କରୋନା ପଜିଟିଭ୍ ଚିହ୍ନିତ ହୋଇଥିବା ବେଳେ … Read More











