ଦେଶ ବିରୋଧି ଏନଜିଓମାନଙ୍କ ଯୋଗୁଁ ପାକିସ୍ତାନ ଓ ଚୀନ୍‌ର ଲାଭ

ନକଲି ଏନଜିଓ ହେଉ କିମ୍ବା ନକଲି ପରିବେଶବିତ୍ ହୁଅନ୍ତୁ, ଏହି ଲୋକମାନେ ଆରମ୍ଭରୁ ଦେଶର ବିକାଶରେ ବାଧା ସୃଷ୍ଟି କରିଆସୁଛନ୍ତି । ଏଭଳି ଏନଜିଓ ବିଦେଶୀ ପାଣ୍ଠିର ଶକ୍ତି ଉପରେ, ଭାରତର ପରିବେଶକୁ ସୁରକ୍ଷା ଦେବା ନାମରେ ଏହା ପ୍ରତ୍ୟେକ ବିକାଶ … Read More

#OdishaFightsWithCorona: ମୋଟ ସଂଖ୍ୟା ୧୭୯କୁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ସହ ଲଢୁଛି ଓଡ଼ିଶା। ନିରନ୍ତର ଭାବେ କରୋନାକୁ ହରାଇବା ପାଇଁ ଉଦ୍ୟମ କରାଯାଉଛି। ତଥାପି କମୁନି ସଂକ୍ରମଣ। ଫଳରେ ସମସ୍ୟା ବଢ଼ିବାରେ ଲାଗିଛି ଏବଂ ସାଧାରଣରେ ଚିନ୍ତା ମଧ୍ୟ ବଢୁଛି। ଏଭଳି ସ୍ଥିତିରେ ରାଜ୍ୟରେ ମୋଟ … Read More

ପାହାଡ଼ରୁ ଧସିଲା ପଥର , ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ରେଳ ଧାରଣାରେ କାମ ଚାଲିଥିଲା। ହଠାତ୍‌ ଧସେଲା ପାହାଡ଼ରୁ ପଥର। ମାଡ଼ି ଆସିଲା ବିପଦ। ଏହି ଦୁର୍ଘଟଣା ଫଳରେ ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶ ବୋରା ନିକଟରେ ଏଭଳି ଦୁର୍ଘଟଣା … Read More

ଗ୍ରୀନ୍‌ ଜୋନରେ ସୁରକ୍ଷା ଦେବ ଗୋଷ୍ଠୀ ପ୍ରତିରୋଧକ ପ୍ରତିରୋପଣ

ଦେଶର ସବୁଜ ଜୋନର ୪୩ ପ୍ରତିଶତରୁ ଅଧିକ ଜିଲ୍ଲା ସାଧାରଣ ଜୀବନ ଆଡ଼କୁ ଗତି କରିଛନ୍ତି ଗ୍ରୀନ୍ ଜୋନ୍ସରେ କରୋନା ଜୀବାଣୁ ବିରୁଦ୍ଧରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ମଧ୍ୟ ପରୀକ୍ଷା କରାଯାଇପାରେ | କରୋନା ବିରୁଦ୍ଧରେ ଯୁଦ୍ଧରେ ଗୋଷ୍ଠୀ ପ୍ରତିରକ୍ଷାକୁ ପ୍ଲାନ୍ … Read More

#IndiaFightsWithCorona: ୩୦ ପ୍ରକାର ଭ୍ୟାକ୍ସିନ ପରୀକ୍ଷଣ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ବିଶ୍ଵ ଆତଙ୍କ ସୃଷ୍ଟିକାରୀ ମହାମାରୀ କରୋନା ପାଇଁ ଅନେକ ଦେଶରେ ଔଷଧ ବା ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଚାଲିଛି। ଏହିକ୍ରମରେ ଭାରତ ମଧ୍ୟ ଦୌଡ଼ର ଆଗରେ ରହିଛି।   ସମ୍ପ୍ରତି ପ୍ରାୟ ୩୦ରୁ ଅଧିକ ଟିକା ବିକଶିତ ପର୍ଯ୍ୟାୟରେ … Read More

#CoronaVirus Lockdown: ଘରେ ପହଞ୍ଚିବ ମଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଛତିଶଗଡ଼ ପରେ ପଞ୍ଜାବ ସରକାର ଆଗ୍ରହୀ ଲୋକଙ୍କ ଘରେ ମଦ ପହଞ୍ଚାଇବା ଲାଗି ବ୍ୟବସ୍ଥା କରିଛନ୍ତି। ଏଥିଲାଗି ମଦ ଦୋକାନ ଆଗରେ ଭୀଡ଼ ଜମାଇବା ଜରୁରୀ ହେବ ନାହିଁ। ଜଣେ ବ୍ୟକ୍ତି ସର୍ବାଧିକ ୨ ଲିଟର ମଦ … Read More

#Lockdownକୁ ନେଇ ସୋନିଆଙ୍କ ପ୍ରଶ୍ନ: ମେ’୧୭ ପରେ କ’ଣ ?

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାରମ୍ବାର ଲକ୍‌ଡାଉନ୍‌ ବଢ଼ାଇ ଚାଲିଥିବା ମୋଦି ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏକ ପ୍ରତ୍ୟକ୍ଷ ପ୍ରଶ୍ନ ପଚାରିଛନ୍ତି। ତାହା ହେଲା ମେ’ ୧୭ରେ ତୃତୀୟ ପର୍ଯ୍ୟୟ ଲକ୍‌ଡାଉନ୍‌ ଶେଷ ହେବ, ତା’ ପରେ କ’ଣ ହେବ? … Read More

#covid19 ସହାୟତା: ବାରିକ ଓ ଡ୍ରାଇଭରଙ୍କୁ ୫ ହଜାର ଟଙ୍କା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କୋଭିଡ୍‌-୧୯ ସହ ଅର୍ଥନୀତିକ କାରବାରକୁ ଆଗକୁ ବଢ଼ାଇବା ଲାଗି କଣ୍ଣାଟକା ସରକାର ଅନ୍ୟ ରାଜ୍ୟର ଶ୍ରମିକଙ୍କୁ କଣ୍ଣଟକା ଛାଡ଼ିବାକୁ ମନା କରିଛନ୍ତି। ଯେଉଁ ସ୍ଵତନ୍ତ୍ର ଟ୍ରେନ୍‌ ଏଥିଲାଗି ବ୍ୟବସ୍ଥା ହୋଇଥିଲା ତାହାକୁ ବାତିଲ୍‌ କରାଯାଇଛି। ଏକ ଉଚ୍ଚସ୍ତରୀୟ … Read More

ବାଣ ବିସ୍ଫୋରଣ, କୋଠା ଭୁଶୁଡ଼ି ୨ ମୃତ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ଘରେ ରଖାଯାଇଥିବା ବାଣ କୌଣସି କାରଣରଉ ବିସ୍ଫୋରଣ ଘଟିବା ପରେ ସ୍ଥିତି ବଡ଼ ସାଂଘାତିକ ହୋଇପଡ଼ିଛି। ଏହି ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ସମ୍ପୃକ୍ତ ଅଞ୍ଚଳରେ ଭୟ ଖେଳି ଯାଇଛି। ସୂଚନା ଅନୁସାରେ ବାଣ ବିସ୍ଫୋରଣରୁ ଅଗ୍ନିକାଣ୍ଡ … Read More

#corona Updates: ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ ସବୁଠୁ ଅଧିକ ପ୍ରଭାବିତ, ସମୁଦାୟ ସଂଖ୍ୟା ୪୯ ୩୫୧

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ସମୁଦାୟ କରୋନା ଆକ୍ରାନ୍ତ ସଂଖ୍ୟା ୪୯ ହଜାର ପାର କରିଛି। ଗତ ୨୪ ଘଣ୍ଟା ଭିତରେ ୨୯୫୮ଜଣଙ୍କ ଦେହରେ କରୋନା ଭୁତାଣୁ ଠାବ କରାଯାଇଛି।  ସେହିପରି ସମୁଦାୟ ମୃତ୍ୟୁ ସଂଖ୍ୟା ୨୬ ବଢ଼ି ୧୬୯୪ରେ ପହଞ୍ଚିଛି। … Read More