#IndiaCoronaUpdates: ଦେଶରେ #covid19 ରୋଗୀଙ୍କ ସଂଖ୍ୟା ୫୨ ହଜାର ୯୫୨

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୯୫୨ରେ ପହଞ୍ଚିଥିବା ବେଳେ ୧୭୮୩ଜଣଙ୍କ ମୃତ୍ୟୁ ହୋଇଛି। ଏବେ ଦେଶରେ ୩୫ହଜାର ୯୦୨ଜଣ ସଂକ୍ରମିତ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଥିବା … Read More

#OdishaCoronaUpdate: ୨୪ ଘଣ୍ଟାରେ ୨୮ କରୋନା ପଜିଟିଭ୍‌, ମୟୁରଭଞ୍ଜ ଓ ଜଗତସିଂହପୁରକୁ ବଢ଼ିଲା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ଭୁତାଣୁ ତା’ର କାୟା ବଢ଼ାଇବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ୨୮ଜଣଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ୨୮ ଜଣଙ୍କ ଭିତରୁ ଗଞ୍ଜାମରେ … Read More

ଲକଡାଉନ୍ ୩.୦: ଶୀଘ୍ର ଆରମ୍ଭ ହେବ ସାଧାରଣ ପରିବହନ – ନିତିନ ଗଡ଼କରୀ

କରୋନା ଜୀବାଣୁ ବିସ୍ତାର ହେତୁ ଘୋଷିତ ଲକ୍‌ଡାଉନ୍‌ରେ ସର୍ବସାଧାରଣ ପରିବହନ କାର୍ଯ୍ୟ ନିଷେଧ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଅନୁଯାୟୀ ସାଧାରଣ ପରିବହନଦ୍ୱାରା ଏହି ରାସ୍ତା ଖୁବ୍ ଶୀଘ୍ର ପୁନର୍ଜୀବିତ ହୋଇପାରେ ଜନସାଧାରଣ ପରିବହନ ପୁନରୁଦ୍ଧାର ପାଇଁ ସରକାର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି … Read More

ରାହୁଲ ଗାନ୍ଧୀ କେବେ ନମ୍ରତା ଶିଖିବେ ?

 ଏକ ନୂତନ ପ୍ରତିଛବି ସୃଷ୍ଟି କରିବା ଆରମ୍ଭ କରିବା ପୂର୍ବରୁ,  ରାହୁଲ ଗାନ୍ଧୀ ନମ୍ରତା ଗ୍ରହଣ କରିବା ଆବଶ୍ୟକ   ଶିବମ୍ ବିଜ୍‌  ଭାରତୀୟ ରାଜନୀତିରେ, ଜଣେ ରାଜନେତା ସର୍ବସାଧାରଣରେ ନମ୍ରତା ଦେଖାଇବା ବିରଳ, କ୍ଷମା ମାଗନ୍ତୁ ନାହିଁ । ବିଶେଷକରି … Read More

ଘରୋଇ ଡାକ୍ତରଙ୍କୁ ସରକାରୀ ହସ୍ପିଟାଲରେ କାମ ପାଇଁ ନିର୍ଦ୍ଦେଶ

ମୁମ୍ବାଇ(ଓଡ଼ିଶା ଟାଇମ୍‌): ଏଣିକି ମୁମ୍ବାଇରେ ଘରୋଇ ଡାକ୍ତରମାନଙ୍କୁ ସରକାରୀ ହସ୍ପିଟାଲ୍‌ରେ କାମ କରିବାକୁ ପଡ଼ିବ। ଅନ୍ୟଥା ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ନିର୍ଦ୍ଦେଶ ହୋଇଛି। ଦେଶର ମହାରାଷ୍ଟ୍ରରେ ମହାମାରୀ କରୋନା ପ୍ରଭାବ ସବୁଠାରୁ ଅଧିକ ଥିବାବେଳେ ପ୍ରାୟ ୭୦୦ ଜୀବନ … Read More

#Lockdown3.0: ଆଜି ଫେରିଲେ ୭୪୫୭ ଶ୍ରମିକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଭିନ୍ନ ରାଜ୍ୟରେ କାମ କରୁଥିବା ୭୪୫୭ଜଣ ଶ୍ରମିକ ଆଜି ବସ୍‌ ଓ ଟ୍ରେନ୍‌ ଯୋଗେ ଓଡ଼ିଶ ଫେରିଛନ୍ତି। ସେମାନଙ୍କୁ ଆବଶ୍ୟକପ୍ରକ୍ରିୟା ଦେଇ କ୍ଵାରେଣ୍ଟିନ୍‌ ହୋମ୍‌କୁ ପଠାଇ ଦିଆଯାଇଛି। ଏମାନଙ୍କୁ ମିଶାଇ ଓଡ଼ିଶାକୁ ସମୁଦାୟ ୩୫ ହଜାର ୫୪୦ଜଣ … Read More

ଜଣେ କିଣିଲେ ୫୩ ହଜାର ଟଙ୍କାର ମଦ, ଦୋକାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବେଙ୍ଗାଲୁରୁ(ଓଡ଼ିଶା ଟାଇମ୍‌): ଲକଡାଉନ୍‌ ନିୟମ କୋହଳ ହେବା ପରେ କର୍ଣ୍ଣାଟକରେ ସବୁ ମଦ ଦୋକାନ ଖୋଲିଛି। ଏପରିକି ଦିନକରେ ୪୫ କୋଟି ଟଙ୍କାର ମଦ କାରବାର କରି କର୍ଣ୍ଣାଟକ ରେକର୍ଡ ସୃଷ୍ଟି କରିଛି।  କେବଳ ସେତିକି ନୁହେଁ ଗୋଟିଏ ମଦ ଦୋକାନାରୁ ଜଣକୁ … Read More

ଜୁଲାଇ୨୪ରେ ଶେଷ ହେବ ସମସ୍ତ +୩ ପରୀକ୍ଷା ପରୀକ୍ଷା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):   ଜୁଲାଇ୨୪ ସୁଦ୍ଧା ଶେଷ ହେବ ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା।  ଜୁନ୍‌ ୨୦ ଜାରିଖରୁ ଏହି ପରୀକ୍ଷା ଆରମ୍ଭ ହେବ। ପରୀକ୍ଷରଫଳ ଅଗଷ୍ଟ ୩୧ରେ ପ୍ରକାଶ ପାଇବ।  ସେହିପରି  ପୋଷ୍ଟ ଗ୍ରାଜୁଏସନ୍‌ ( ପିଜି) ଶେଷ … Read More

#weather Report: କୋରାପୁଟ ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି, ବର୍ଷା ଆଶଙ୍କା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସନ୍ଧ୍ୟା ସାଢ଼େ ଛଅଟା ଭିତରେ କୋରାପୁଟ ଓ ସୁନ୍ଦରଗଡ଼ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନାଓକାଷ୍ଟ ତଥ୍ୟ ଆଧାରରେ ଏହି ସୂଚନା ପ୍ରଦାନ … Read More

ଚଳିତ ମାସରେ ଡବ୍ଲ୍ୟୁଏଚଓରେ ଭାରତ ପାଇବ ବଡ଼ ପଦବୀ

ଚୀନ୍ ବିରୋଧ ଲଢ଼େଇରେ ଆମେରିକା ଏବଂ ଅଷ୍ଟ୍ରେଲିଆର ସାରଥୀ ହେବ ଭାରତ ? ଯେହେତୁ ବିଶ୍ୱର ଦେଶମାନେ ଚୀନ୍ ବିରୋଧରେ ବ୍ୟାରିକେଡ଼୍‌ କରୁଛନ୍ତି, ତେଣୁ ବର୍ତ୍ତମାନ ବିଶ୍ୱର ବଡ଼ ଦେଶମାନେ ଚୀନ୍ ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିବାକୁ ଭାରତ ଉପରେ … Read More