#Corona Update: ଭୁବନେଶ୍ଵରରେ ଆଉଜଣଙ୍କ ମୃତ୍ୟୁ, କଟକକୁ ଫେରିଲା କରୋନା, ସମୁଦାୟ ସଂଖ୍ୟା ୧୭୭

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଆଉ ଜଣଙ୍କ କରୋନା ଭୁତାଣୁ ଆକ୍ରମଣ ଜନିତ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଇଜଣ ପୁରୁଷ ଏବଂ ସେମାନଙ୍କ ବୟସ ୭୦ ବର୍ଷରୁ ଅଧିକ ବୋଲି ଜଣାପଡ଼ିଛି। ଉଭୟଙ୍କ ଘର … Read More

#Lockdown3: ଗାଁରେ ବାରିକେଡ୍‌ ବେଆଇନ୍‌, କାମଧନ୍ଦାକୁ ଗୁରୁତ୍ଵ ଦେଲେ ସରକାର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ସହରରେ ଦୋକାନ ଖୋଲିଛି କିନ୍ତୁ ଗରାଖ ନାହାନ୍ତି। ନିର୍ମାଣ କାମକୁ ଆଦେଶ ମିଳିଛି ହେଲେ ଶ୍ରମିକ ମିଳୁ ନାହାନ୍ତି। ଗୋଟିଏ ପଟେ ପୁଲିସ କଟକଣା, ଆଉ ଗୋଟିଏ ପଟେ ଗାଁ ଗାଁରେ କରୋନା ଭୟ ରାଜ୍ୟରେ ଅର୍ଥନୀତିକ … Read More

ତେଲେଙ୍ଗାନାରେ ଲକ୍‌ଡାଉନ୍‌ ସୀମା ବଢ଼ାଇଲେ ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଲାଗୁ ହୋିଥିବା ଲକ୍‌ଡାଉନ୍‌ କଟକଣାକୁ ମେ’ମାସ ୨୯ ତାରିଖ ଯାଏ ବଢ଼ାଇଛନ୍ତି।  ସାମ୍ବାଦିକମାନଙ୍କୁ ଏ ବାବଦରେ ସୂଚନା ଦେଇ ମୁଖ୍ୟମନ୍ତ୍ରର ରାଓ କହିଛନ୍ତି ସନ୍ଧ୍ୟା ୬ଟା ସୂୁଦ୍ଧା ଲୋକମାନଙ୍କୁ … Read More

ଚିନ୍ତା ବଢ଼ାଇଲା ଗାଜିଆବାଦ ସଂକେତ !

 ୩୧ମେ ପର୍ଯ୍ୟନ୍ତ ଗାଜିଆବାଦରେ ଲକ୍‌ଡାଉନ୍ ନିର୍ଦ୍ଦେଶାବଳୀ ପ୍ରଯୁଜ୍ୟ ହେବ   ଜିଲ୍ଲା ମାଜିଷ୍ଟ୍ରେଟ ଅଜୟ ଶଙ୍କର ପାଣ୍ଡେ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାରେ ଧାରା ୧୪୪ ପ୍ରଯୁଜ୍ୟ ହେବ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ପାଇଁ ଜରିମାନା କରାଯିବ   କରୋନା … Read More

କଂଗ୍ରେସର ଭଡ଼ା ଅଭିଯୋଗ ଅପଚେଷ୍ଟା ବୁମେରାଂ ହେଲା

କଂଗ୍ରେସ ନିଜେ ଶ୍ରମିକଙ୍କଠାରୁ ଭଡ଼ା ଆଦାୟ କରିଛି ବର୍ତ୍ତମାନ ଏହା ନିଜେ ଭଡ଼ା ଦେବାର ବାହାନା କରି ଲାଭବାନ ହେବାରେ ଲାଗିଛି ମିଥ୍ୟା ଖବର ଏବଂ ମିଥ୍ୟା ପ୍ରଚାର କରିବାରେ କଂଗ୍ରେସର କୌଣସି ତୁଳନା ନାହିଁ, ବୋଧହୁଏ ସେଥିପାଇଁ କଂଗ୍ରେସ ଏତେ … Read More

ରେକର୍ଡ଼ ମୃତ୍ୟୁ ପରେ ଉଠୁଥିବା ପ୍ରଶ୍ନ କୋଭିଡ଼୍‌ -୧୯ର ସମ୍ପ୍ରଦାୟ ସଂକ୍ରମଣ ହେଲା କି?

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ କରୋନା ଭାଇରସ୍‌ ସଙ୍କଟ ସମାପ୍ତ ହେବା ପରେ ଯଦି ଭାରତୀୟମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ହାତ ଧୋଇବା, ଶ୍ୱାସକ୍ରିୟା ଏବଂ ପରିବେଶ ସ୍ୱଚ୍ଛତା ଅଭ୍ୟାସ ବଜାୟ ରଖନ୍ତି, … Read More

#IIMCରେ ଅନଲାଇନ ପାଠପଢ଼ା ପାଇଁ ଏସ୍‍ଓପି ଉନ୍ମୋଚିତ

ଢେଙ୍କାନାଳ, (ଓଡ଼ିଶା ଟାଇମ୍‌) : କରୋନା ପ୍ରଭାବରେ ସାରା ଦେଶରେ ଲକ୍‍ଡାଉନ ଲାଗୁ ହୋଇଛି । ସ୍କୁଲ, କଲେଜ ଆଦି ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଏହି ପ୍ରତିକୂଳ ପରିସ୍ଥିତିରେ ଜ୍ଞାନର ଆଦାନପ୍ରଦାନକୁ ଚାଲୁ ରଖିବା … Read More

ଅଣ-କୋଭିଡ୍ ରୋଗୀମାନଙ୍କ ଚିକିତ୍ସାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉ:  ପ୍ରଦୀପ୍ତ ନାଏକ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ରାଜ୍ୟର ପ୍ରାୟ ସମସ୍ତ ଡାକ୍ତର କୋଭିଡ୍ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା କାରଣରୁ ଅଣ-କୋଭିଡ୍ ରୋଗୀମାନେ ଆବଶ୍ୟକ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ସ୍ପର୍ଶକାତର ପ୍ରସଙ୍ଗକୁ ହୃଦବୋଧ କରି ଯଥାଶୀଘ୍ର ହସ୍ତକ୍ଷେପ କରିବାକୁ ବିରୋଧୀ … Read More

କରୋନା ଭୁତାଣୁ ନାମରେ ଠକେଇ, ଏହି ୫ ଟିପ୍‌ସ କେବଳ ଜାଣିଥିଲେ ବଞ୍ଚିପାରିବ

ସାଇବର ଅପରାଧୀ ଏବଂ ହ୍ୟାକର୍‌ମାନେ ମଧ୍ୟ କରୋନା ଭୁତାଣୁ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିର ଚାପରୁ ସୁଯୋଗ ନେଉଛନ୍ତି । ଏପରି ପରିସ୍ଥିତିରେ, ନକଲି ବାର୍ତ୍ତାଠାରୁ ଆରମ୍ଭ କରି ଠକ୍‌ ୱେବସାଇଟ୍ ପର୍ଯ୍ୟନ୍ତ, ଆମକୁ କ୍ଷତି କରିବାକୁ ଚେଷ୍ଟା କରୁଛନ୍ତି । … Read More

ଆଜି ସ୍ନାନ ପୂଣ୍ଣମୀ, ଜୁନ ୫ ତାରିଖ ରାଶିଫଳ

ମେଷ କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ । ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ । କାହାପାଇଁ କେମିତି? ୧- … Read More