ଚୀନ ସୁଦୁ ମିଛ କହୁଚି, ଡାହା ମିଛ କହୁଚି

ଲକ୍ଷ୍ମୀଧର ନାୟକ ବିହାର ରେଜିମେଣ୍ଟର ବୀର ସୈନିକମାନେ ତ ଏବେ ଚୀନ ସୀମାରେ ମୁତୟନ ଅଛନ୍ତି ବୋଲି ନିଉଜରୁ ଜଣାପଡ଼ୁଛି । ଦେଶପାଇଁ ୨୦ ଜଣ ସୈନିକ ପ୍ରାଣବଳି ଦେଇଛନ୍ତି । ଚୀନର କେହି ସୈନିକ ମରି ନାହାନ୍ତି ବୋଲି ଚୀନ … Read More

ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ  ଆଜି ୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୩୦୪୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳର ୧୪ … Read More

ପ୍ରତି ପଞ୍ଚାୟତରେ ମିଳିବ କୋଭିଡ଼ କେୟାର ହୋମ୍ ସୁବିଧା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,  (ଓଡିଶା ଟାଇମ୍) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କୋଭିଡ଼ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର … Read More

ଭାରତ-ଚୀନ୍ ସୀମାନ୍ତ ସଂଘର୍ଷରେ ସହିଦ ସୈନିକମାନଙ୍କ ନାମ ପ୍ରକାଶ କଲା ସେନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତ-ଚୀନ ସୀମାର ଏଲଏସିରେ ଶହୀଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ନାମ ଜାରି କରିଛନ୍ତି ସରକାର। ସେମାନଙ୍କ ମଧ୍ୟରେ ସେନାର ଜଣେ ଅଧିକାରୀ ଥିବାବେଳେ ଅନ୍ୟ ୧୯ ଜଣ ଯବାନ ରହିଛନ୍ତି। ସହିଦଙ୍କ ମଧ୍ୟରେ ୨ … Read More

ଆଜି ନବୀନ-ମୋଦୀ ଆଲୋଚନା

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ମୁକାବିଲା ନେଇ ଭବିଷ୍ୟତ ରଣ କୌଶଳ ପ୍ରସ୍ତୁତି ସଂପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକଙ୍କ ସହ ଆଲୋଚନା … Read More

ପୁରୀରେ ଜଣେ ଆଇନଜୀବୀ ଓ ମୋହରୀ କରୋନା ପଜିଟିଭ

ପୁରୀ, (ଓଡିଶା ଟାଇମ୍) : ପୁରୀରୁ ଚିହ୍ନଟ ହୋଇଥିବା ନୂଆ ୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଓକିଲ ଓ ଜଣେ ମୋହରୀର ଅଛନ୍ତି । ସେମାନଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ଜୁଡିସିଆରି କୋର୍ଟ , କଲେକ୍ଟୋରିଏଟ୍ , … Read More

ମହାରାଷ୍ଟ୍ରରେ ଦିନକରେ ୫ ହଜାରରୁ ଅଧିକ ସୁସ୍ଥ

ମୁମ୍ବାଇ, (ଓଡିଶା ଟାଇମ୍) : ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପିଯାଇଛି। ତେବେ ଏକ ସକରାତ୍ମକ ଦିଗ ହେଉଛି ମହାରାଷ୍ଟ୍ରରେ ଗତକାଲି ଗୋଟିଏ ଦିନରେ ୫ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ରାଜ୍ୟ ପ୍ରଶାସନ … Read More

ଚୀନ୍ ସହିତ କଂଗ୍ରେସର ସମ୍ପର୍କ କ’ଣ ? ଯେତେବେଳେ ବି ଚୀନ୍-ଭାରତୀୟ ବିବାଦ ଥାଏ କଂଗ୍ରେସ ଚୀନ୍‌କୁ ସମର୍ଥନ କରେ

ଗତକାଲିଠାରୁ ଲଦାଖର ଗାଲଭାନ୍ ଭ୍ୟାଲିରେ ଚୀନର ପିଏଲଏ ସହିତ ଯୁଦ୍ଧରେ ସମଗ୍ର ଦେଶ ଶହୀଦ ହୋଇଥିବା ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଛି । ଚୀନ୍ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି ଏବଂ ଚୀନ୍‌ର ୪୩ ସୈନିକଙ୍କ ମୃତ୍ୟୁ ହୋଇଥିବା … Read More

ବିଭିନ୍ନ ସମସ୍ୟାର ରାମବାଣ ହେଉଛି ଜିରା

(ଓଡିଶା ଟାଇମ୍) : ଏବେ ପ୍ରାୟ ସବୁ ବର୍ଗର ଲୋକ ଫିଟ ରହିବା ପାଇଁ ଚାହୁଁଛନ୍ତି । ବ୍ୟସ୍ତ ବହୁଳ ଜୀବନ କାରଣରୁ ଜିମ ଯିବା ବ୍ୟାୟାମ କରିବା ସମ୍ଭବ ହେଉ ନାହିଁ । ଏହି ସମୟରେ ଆପଣଙ୍କ ରୋଷେଇ ଘରେ … Read More

ଏଲଏସିରେ ଶହୀଦ ହୋଇଥିବା ୨୦ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓ ଅନ୍ୟଜଣେ … Read More