୧୯୬୨ ମସିହାରେ ଚୀନ୍‌ର ପିଏଲଏ ଭାରତକୁ ଆକ୍ରମଣ କରିଥିଲା, ଏହାର ପ୍ରତିବଦଳରେ ଏହା ଏପରି ପ୍ରତିଶୋଧ ପାଇଲା ଯେ ଚୀନ୍ ମଧ୍ୟ ସ୍ୱପ୍ନରେ ଭାବିନଥିଲା

ଗତକାଲି ଅପରାହ୍ନ ୧ଟାରେ ହଠାତ୍ ଏକ ଖବର ବାହାରିଲା, ଯାହା ସମସ୍ତ ଦେଶବାସୀଙ୍କ ହୃଦସ୍ପନ୍ଦନକୁ ବଆାଇଲା । ଖବର ଥିଲା ଯେ ଭାରତ-ତିବ୍ଦତ ସୀମାରେ ଚୀନ୍  ଜଣେ ସେନା ଅଧିକାରୀଙ୍କ ସମେତ ୨୦ ଜଣ ସୈନିକଙ୍କୁ ହତ୍ୟା କରିଛି । ତା’ପରେ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୫ କରୋନା ସଂକ୍ରମିତ

ଭୁବନେଶ୍ବର , (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୧୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଚୀନ୍‌ରେ ପୁଣି ଥରେ କରୋନା ଅଣାୟତ୍ତ ପରିସ୍ଥିତି

ବେଜିଂ, (ଓଡିଶା ଟାଇମ୍) : ଗତ କିଛି ହେଲା ଚୀନ୍‌ରେ କରୋନା ଭାଇରସରେ ସଂକ୍ରମଣ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳିଛି । କିଛି ମାସରେ ତଳେ ଚୀନ୍‌ରେ କରୋନା ଭାଇରସର ବହୁତ କମ୍‌ ମାମଲା ଦେଖାଦେଉଥିଲା । କିନ୍ତୁ ଗତ କିଛି … Read More

ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କର ଆଜି ପରଲୋକ ହୋଇଯାଇଛି।  ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା । … Read More

ଚିନ୍ତା ବଢ଼ାଇଲା କରୋନା; ଦିନକରେ ୨୦୦୩ ମୃତ

ନୂଆଦିଲ୍ଲୀ,  (ଓଡିଶା ଟାଇମ୍) : ଭାରତରେ ମହାମାରୀ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଗତ ୨୪ ଘଣ୍ଟାର ତଥ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ଏହି ୨୪ ଘଣ୍ଟାରେ ଦେଶରେ ୨୦୦୩ ରୋଗୀ କରୋନାରେ ପ୍ରାଣ … Read More

ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂର ସବୁ ଦୋକାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ଭୁବନେଶ୍ବର ମାର୍କେଟ ବିଲ୍ଡିଂର ସବୁ ଦୋକାନ ଖୋଲୁଛି । କରୋନା କଟକଣା ନିୟମ ଉଲଂଘନ ନେଇ  ୧୩ ତାରିଖରେ ମାର୍କେଟ ବିଲଡିଂକୁ ସିଲ୍ କରାଯାଇଥିଲା। ବିଏମସି କର୍ତ୍ତୃପକ୍ଷ ଓ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ … Read More

ଜୁନ୧୭ ରାଶିଫଳ: ବୃତ୍ତି ଅନୁସାରେ ଆପଣଙ୍କ ରାଶି ଆଜି କି’ ଫଳଦେବ, ଜାଣନ୍ତୁ

ମେଷ ସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସାଧନ କରିବେ । ଆଶାତୀତ ଭାବରେ ସ୍ୱାସ୍ଥ୍ୟରେ ଉନ୍ନତି ସଙ୍ଗକୁ ବନ୍ଧୁମିଳନରୁ ଖୁସି ରହିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ । ଚାଷୀ- ଜଳବାୟୁ ବିଭାଗ ସହ ଯୋଗା … Read More

ସ୍ମୃତିରେ ରଥଯାତ୍ରା: ସୁଆରଙ୍କୁ କବାଟ କିଳିଲେ ପୂଜାପଣ୍ଡା ଆଉ ପୂଜାପଣ୍ଡାଙ୍କୁ ଗୋଡ଼ାଇଲେ ସୁଆର

ରଥଯାତ୍ରା ସମୟରେ ସେବାୟତଙ୍କ ଭିତରେ ଖିଟ୍‍ପିଟ୍‍ ଲାଗିବା କିଛି ନୂଆ କଥା ନୁହେଁ । ଦଇତା ମାନେ ଅନେକ ସମୟରେ ପ୍ରଶାସନ ଆଗରେ ନିଜ ଦାବି ପୂରଣ ପାଇଁ ଜିଦ୍‍ କରନ୍ତି । ଆଉ ବେଳେ ବେଳେ ନିୟମିତ ସେବକମାନଙ୍କ ଭିତରେ … Read More

ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣା; ୨୦ ଭାରତୀୟ ଯବାନ ସହିଦ !

ଲାଦାଖ୍, (ଓଡିଶା ଟାଇମ୍) : ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଚୀନ ସହିତ  ହୋଇଥିବା ବଡ ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଜଣେ ଅଧିକାରୀ ଏବଂ ଦୁଇ ଜଣ … Read More

ଓଡ଼ିଶା ଔଷଧ ନିଗମର ଦୁର୍ନୀତି; ଆଉ ଏକ କେଳେଙ୍କାରୀର ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ବର, (ଓଡିଶା ଟାଇମ୍) : ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କରୋନା ସମୟରେ ଔଷଧ ନିଗମ ଦ୍ୱାରା ଜିନିଷପତ୍ର କିଣାରେ ୬ଟି ଅଭିଯୋଗ ଆଣିଥିଲା। ସେ ସବୁ ଅଭିଯୋଗର ସ୍ପଷ୍ଟିକରଣ ଆଜିପର୍ଯ୍ୟନ୍ତ ପର୍ଯ୍ୟନ୍ତ ରାଜ୍ୟ ସରକାର ଦେଲେ ନାହିଁ। ଅପରନ୍ତୁ … Read More