ଭାରତର ଗର୍ଜନ ପରେ ଚୀନ୍ ଗଣମାଧ୍ୟମର ଶାନ୍ତି ଗୀତ “ଆମେ ଭାଇ ଭାଇ” ଆରମ୍ଭ
ସମ୍ପ୍ରତି, ଗାଲଭାନ୍ ଉପତ୍ୟକାରେ ଚୀନ୍ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣରେ ୨୦ ଜଣ ଭାରତୀୟ ସୈନିକ ନିହତ ହୋଇଛନ୍ତି, କିନ୍ତୁ ସେହି ସମୟରେ ୪୦ରୁ ଅଧିକ ଚୀନ୍ ସୈନିକ ମଧ୍ୟ ନିହତ ହୋଇଛନ୍ତି । ଏହି ଘଟଣାରୁ ଦେଶବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି … Read More











