ଲିଜେଣ୍ଡାରୀ କୋରିଓଗ୍ରାଫର ସରୋଜ ଖାନଙ୍କ ପପୁଲାର ଗୀତ, ଯାହା ଖୁବ୍ ଲୋକପ୍ରିୟ ହୋଇପାରିଛି, ପଢନ୍ତୁ…

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡର ଖ୍ୟାତାନାମା କୋରିଓଗ୍ରାଫର ଏବଂ ଜାତୀୟ ପୁରସ୍କାର ବିଜେତା ସରୋଜ ଖାନଙ୍କର ହୃଦଘାତରେ ମୁମ୍ବାଇ ଠାରେ ମୃତ୍ୟୁ ଘଟିଛି । ୭୧ ବର୍ଷୀୟ ସରୋଜ ଖାନ୍ ୧୯୪୮ ମସିହା ନଭେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । … Read More

ସରୋଜ ଖାନଙ୍କ ଦେହାନ୍ତରେ ଭାବବିହ୍ୱଳ ହେଲେ ଅମିତାଭ; ଲେଖିଲେ ଏମିତି ପୋଷ୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡର ଖ୍ୟାତାନାମା କୋରିଓଗ୍ରାଫର ସରୋଜ ଖାନଙ୍କର ହୃଦଘାତରେ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଯାଇଛି । ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବଲିଉଡର ବହୁ କଳାକାର ତାଙ୍କ … Read More

ବର୍ଷାଦିନେ ଏଭଳି ନିଅନ୍ତୁ ଶରୀରର ଯତ୍ନ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ଅନେକ ସମୟରେ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଲୋକମାନଙ୍କୁ ଅନେକ ପ୍ରକାରର ରୋଗରେ ପଡିଥାନ୍ତି । ଖାସ୍ କରି ବର୍ଷାଦିନେ ସଂକ୍ରମଣ ବ୍ୟାପୁଥିବାରୁ ଅଧିକ ରୋଗ ବେମାରୀ ହୋଇଥାଏ । ଏଥିପାଇଁ ବର୍ଷାଦିନ ଆସିବା ମାତ୍ରେ ସମସ୍ତେ ନିଜ … Read More

“ବର୍ତ୍ତମାନ ମୁଁ ଡବ୍ଲୁଟିଏଚଓ ଯିବି”, ଆନ୍ତର୍ଜାତୀକ ଫୋରମରେ ଚୀନ୍‌ କାନ୍ଦୁଛି

ଭାରତ ଟିକ୍‌ଟକ୍ ସମେତ ଅନେକ ୫୯ଟି ଚୀନ୍‌ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି । ଚୀନ୍‌ର ଏହି ଆପଗୁଡ଼ିକ ତଥ୍ୟ ଚୋରି କରି ଚୀନ୍‌କୁ ଯୋଗାଇଦେବା, ଭାରତର ସୁରକ୍ଷା ପ୍ରତି ବିପଦ ଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ଯଦି … Read More

୨୨୦୦ଟଙ୍କାରେ କରିପାରିବେ ଆର୍‌ଟି-ପିସିଆର୍‌ କୋଭିଡ୍‌’ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ଟେଷ୍ଟ ପାଇଁ ଚିନ୍ତିତ ଥିବା ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ଏଣିକି ୨୨୦୦ ଟଙ୍କାରେ ରାଜ୍ୟରେ ହୋଇପାରିବ କରୋନା ଟେଷ୍ଟ । ଏନେଇ ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ ଦେୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ … Read More

ସିଙ୍କ ନେତୃତ୍ୱରେ ଭାରତ ବିରୋଧରେ ଚୀନ୍ ଏକ ‘ଆକ୍ରମଣାତ୍ମକ’ ବୈଦେଶିକ ନୀତି ଆପଣାଇଛି – ରିପୋର୍ଟ

ରିପୋର୍ଟରେ କୁହାଯାଇଛି ଯେ ବେଜିଂ ଏବଂ ନୂଆଦିଲ୍ଲୀ ସୀମାକୁ ସ୍ଥିର କରିବା ପାଇଁ ଅନେକ ଚୁକ୍ତି କରିଥିଲେ ଏବଂ ପାରସ୍ପରିକ ବିଶ୍ୱାସ ଗଢ଼ିବା ପାଇଁ ପଦକ୍ଷେପ ନେଇଥିଲେ, କିନ୍ତୁ ଶାନ୍ତିରେ ବାଧା ସୃଷ୍ଟି କରୁଥିବା ଏଲଏସି ସ୍ପଷ୍ଟ କରିବାକୁ ଚୀନ୍ ରୋକିବାରୁ … Read More

ପାକିସ୍ତାନରେ ବଡ ଧରଣର ଦୁର୍ଘଟଣା, ୧୯ ଶିଖ୍ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପାକିସ୍ତାନ, (ଓଡିଶା ଟାଇମ୍) : ଆଜି ଅପରାହ୍ନରେ ପାକିସ୍ତାନରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛ।  ଦୁର୍ଘଟଣାରେ ୧୯ ଶିଖ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି । ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ପାକିସ୍ତାନର ଶେଖୁପୁରାରେ, ଯେଉଁଠାରେ … Read More

ଜିନ୍‌ପିଙ୍ଗ୍‌ ଲାଞ୍ଜ ଦବାଇ ପଳାଇ ଯାଇଥିଲାବେଳେ, ପିଏମ ମୋଦୀ ସୀମାରେ !

ଜିନ୍‌ପିଙ୍ଗ୍‌ ମୃତ ସୈନିକମାନଙ୍କୁ ସମ୍ମାନ ନ ଦେଇ ଚୀନ୍ ସେନାକୁ ଅପମାନିତ କରିଛନ୍ତି, ତା’ପରେ ପ୍ରଧାନମନ୍ତ୍ରୀ ମୋଦୀ ସିଧା ଯୁଦ୍ଧକ୍ଷେତ୍ରରେ ପହଞ୍ଚିଛନ୍ତି । ଚୀନ୍ ସହ ସୀମା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ଆଜି ସକାଳେ ଲେହର ଲଦାଖରେ ପହଞ୍ଚି ସୈନ୍ୟମାନଙ୍କୁ ଉତ୍ସାହିତ … Read More

ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ୨୦୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି  । ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାବ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୫୭୦୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମର ୩୮ … Read More

ଲକ୍ଷଣ ଲୁଚାଇଲେ ଚିରଦିନ ପାଇଁ ଆପଣ ଲୁଚିଯିବାର ଆଶଙ୍କା ରହିଛି: ବାଗଚୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ଅପଡେଟ ନେଇ ମୁଖପାତ୍ର ସୁବ୍ରତ ବାଗଚୀ ଲୋକଙ୍କୁ ସୂଚନା ଦେବା ବେଳେ ଆମେରିକାର ଉଦାହରଣ ଦେଇ ସତର୍କ କରାଇଲେ। ଆମେରିକାରେ ଗୋଟିଏ ଦିନରେ ୫୨ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି, ଆମେ ଯଦି ସତର୍କ … Read More