ଟିକ୍‌ଟକ୍‌ ନିଷେଧର ପ୍ରଭାବ, ଚୀନ୍‌ କମ୍ପାନୀର କ୍ଷତି ୪୫ ହଜାର କୋଟି !

ଭାରତରେ କ୍ଷୁଦ୍ର ଭିଡ଼ିଓ ତିଆରି କରୁଥିବା ଆପ୍ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏହାର ପ୍ୟାରେଣ୍ଟ୍ କମ୍ପାନୀ ବାଇଟ୍‌ଡାନ୍ସ କୋଟି କୋଟି ଟଙ୍କା ହରାଉଛି । ଚୀନ୍‌ର ମିଡ଼ିଆ ଅର୍ଗାନାଇଜେସନ୍ ଗ୍ଲୋବାଲ୍ ଟାଇମ୍ସଦ୍ୱାରା ଏହି ସପ୍ତାହରେ କୁହାଯାଇଥିଲା ଯେ ଟିକ୍‌ଟକ୍‌ … Read More

ବୁର୍ଲା ଭିସୁଟର ୪ କର୍ମଚାରୀଙ୍କୁ କରୋନା

ସମ୍ବଲପୁର, (ଓଡିଶା ଟାଇମ୍) : ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୪ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଆକ୍ରାନ୍ତ ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ … Read More

ଖୋଲିଗଲା ବିଶ୍ବର ପ୍ରଥମ ସୁନାର ହୋଟେଲ

ହାନୋଇ, (ଓଡିଶା ଟାଇମ୍ବି) : ବିଶ୍ବର ପ୍ରଥମ ସୁନାର ହୋଟେଲ୍ ଭିୟେତନାମର ରାଜଧାନୀ ହାନୋଇରେ ଖୋଲିଛି। ଏଠାରେ କବାଟ, କପ୍, ଟେବୁଲ୍, ଝରକା, କଳ, ଓ୍ବାଶରୁମ୍, ଖାଇବା ବାସନ ସବୁ କିଛି ସୁନା। ଜୁଲାଇ ୨ତାରିଖ ଅର୍ଥାତ୍ ଗୁରୁବାରଠୁ ଏହି ହୋଟେଲର … Read More

୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି । ୨୪ ଘଣ୍ଟା ମଧ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ … Read More

ରାଜ୍ୟରେ ୨୪ ଜିଲ୍ଲାରୁ ଆଉ ୪୯୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ୨୪ ଜିଲ୍ଳାରୁ ଆଉ ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୪୯୫ କରୋନା ଆକ୍ରାନ୍ତଙ୍କ … Read More

ଦେଶରେ ୧୮ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୬ ଲକ୍ଷରୁ ଅଧିକ ଟପିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୨୨,୭୭୧ ଜଣ … Read More

ଆସନ୍ତା ୧୧ ଯାଏଁ ଭିସୁଟ ସଟଡାଉନ

ସମ୍ବଲପୁର, (ଓଡିଶା ଟାଇମ୍) : ସମ୍ବଲପୁର: ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭିସୁଟକୁ ସଟଡାଉନ ଘୋଷଣା କରାଯାଇଛି। କିଛି ଦିନ ପୂର୍ବରୁ ଜଣେ ଅଧ୍ୟାପିକାଙ୍କ ସ୍ୱାମୀଙ୍କ କୋରୋନାରେ ମୃତ୍ୟୁ ହେବା ପରେ ମଙ୍ଗଳବାର ଗୋଟିଏ … Read More

କୋରୋନା ମୁକ୍ତ କନ୍ଧମାଳ, ସମସ୍ତ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର,(ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏପଟେ କୋରୋନା ମୁକ୍ତ ହେଲା କନ୍ଧମାଳ ଜିଲ୍ଲା। ଜିଲାରେ ସଂକ୍ରମିତ ଥିବା ମୋଟ୧୭୮ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। ଫଳରେ ଶନିବାର ସୁଦ୍ଧା … Read More

ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ

ପୁରୀ, (ଓଡିଶା ଟାଇମ୍) : ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ଶେଷ ହେବ। ୧୨ ଦିନର ଲୀଳାଖେଳା ସାରି ଆଜି ନୀଳାଦ୍ରିବିଜେ କରିବେ ଚତୁର୍ଦ୍ଧାମୂରତି। ମହାପଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ରତ୍ନସିଂହାସନକୁ ଯିବେ। ଗୋଟି ପହଣ୍ଡି ରେ ରତ୍ନସିଂହାସନକୁ ଯିବେ … Read More

ଭିଡିଓ କନଫରେନ୍ସିଂ ଆପ୍ ଲଞ୍ଚ କଲା ଜିଓ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ଭିଡିଓ କନଫରେନ୍ସିଂ ଆପ୍ ଜୁମକୁ ଟକ୍କର ଦେବା ପାଇଁ ଜିଓ ଲଞ୍ଚ କରିଛି ‘ଜିଓ ମିଟ୍‌’ ଆପ୍ । ମୁକେଶ ଅମ୍ବାନୀର ଟେଲିକମ୍ କମ୍ପାନୀ ଏହି ଆପକୁ ଲଞ୍ଚ କରିଥିବା ବେଳେ ଏହା ଗୁଗୁଲ୍ ଓ ଆପଲ୍ … Read More