ଟେକ୍ ସେକ୍ଟର ଚୀନ୍‌କୁ ବିନାଶରୁ ରକ୍ଷା କରୁଥିଲା, ଆମେରିକା-ଭାରତ ବର୍ତ୍ତମାନ ଚୀନ୍‌ର ଟେକ୍ ସେକ୍ଟରକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି

କ୍ଲିନର୍ ପର୍କିନ୍ସଙ୍କ ଅନୁଯାୟୀ, ବଜାର ମୂଲ୍ୟ ଅନୁଯାୟୀ ବିଶ୍ୱର ଶ୍ରେଷ୍ଠ ୨୦ ବୈଷୟିକ କମ୍ପାନୀ ମଧ୍ୟରେ ଚୀନ୍‌ରେ ୯ ଟି କମ୍ପାନୀ ଅଛି । ଆଲିବାବା, ଟେନ୍ସେଣ୍ଟ, ଆଣ୍ଟ ଫାଇନାନ୍ସ, ବାଇଡୁ, ସାଆଓମି, ଦିଦି ଚୁସିଂ, ଏବଂ ଜେଡି ଡଟ୍ କମ୍ … Read More

କରୋନା ଆଳରେ ଧର୍ମାନୁଷ୍ଠାନ ବନ୍ଦ କିଆଁ

କରୋନା ମହାମାରୀ ଆମକୁ ସବୁଦିନ ଡରାଉଛି। ଦେଶରେ ଦିନକୁ ପ୍ରାୟ   ଏକ ହଜାର ନୂଆ ଆକ୍ରାନ୍ତ ସାମିଲ୍‌ ହେଉଛନ୍ତି। ହେଲେ ତିନିମାସ ପୂର୍ବେ ଯେଉଁ କଠୋର କଟକଣା ଥିଲା ତାହା ନାହିଁ, ବରଂ ସେ କଟକଣାସବୁ ସ୍ଵଭାବିକ ବୋଲି ଲୋକେ ଗ୍ରହଣ … Read More

ଚୀନ୍ ଆପ୍ ମାର୍କେଟରେ ଯିଏ ନିଆଁ ଲଗାଇପାରବେ ସିଏ ହେଲେ ଆନନ୍ଦ ମହିନ୍ଦ୍ରା !

ଭାରତରେ ଆପ୍ ବିପ୍ଳବ ଆରମ୍ଭ କରିବା ପାଇଁ ଆନନ୍ଦ ମହିନ୍ଦ୍ରା ଜଣେ ସଠିକ୍ ବ୍ୟକ୍ତି, ଏବଂ ଏହା ମଧ୍ୟ ଉପଯୁକ୍ତ ସମୟ । ଆନନ୍ଦ ମହିନ୍ଦ୍ରା- ମହିନ୍ଦ୍ରା ଗୋଷ୍ଠୀର ଚେୟାରମ୍ୟାନ୍ । ସ, ଏପରି ବ୍ୟକ୍ତିତ୍ୱ  ଯିଏକି କୌଣସି ପରିଚୟ ଆବଶ୍ୟକ … Read More

ବର୍ତ୍ତମାନ ରୋହିଙ୍ଗ୍ୟାର ଆରାକାନ ସେନା ସହାୟତାରେ ମିଆଁମାରରେ ଭାରତୀୟ ପ୍ରକଳ୍ପଗୁଡ଼ିକୁ ଧ୍ୱଂସ କରିବାକୁ ଚୀନ୍ ଚାହୁଁଛି

ଗୋଟିଏ ପଟେ ଚୀନ୍ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ହାତ ମିଳାଇ ଭାରତକୁ ଅସ୍ଥିର କରିବାକୁ ଚେଷ୍ଟା କରୁଥିବାବେଳେ ମିଆଁମାର ସେନା ମଧ୍ୟ ଚୀନ୍ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛି । ମିଆଁମାର ସେନା ଅନୁଯାୟୀ, ଆରାକାନ ସେନା ଚୀନ୍ ଅସ୍ତ୍ର … Read More

ଖୁସି ଖବର, ଅଗଷ୍ଟ ୧୫ରେ ଦେଶକୁ ଆସିପାରେ କରୋନା ଭ୍ୟାକସିନ୍ !

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ମହାମାରୀ ସଂକ୍ରମିତ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ଏକ ଭଲ ଖବର ଆସି ପହଞ୍ଚିଛି। କରୋନା ପାଇଁ ଦେଶୀ ଭ୍ୟାକସିନ୍ କୁହାଯାଉଥିବା କୋଭାସ୍କିନ୍ (COVAXIN) ଆସନ୍ତା ଅଗଷ୍ଟ ୧୫ ଅର୍ଥାତ୍ … Read More

ରାଜ୍ୟରେ କରୋନା ନେଲା ଆଉ ଦୁଇ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ମହାମାରୀ କରୋନା ଆଉ ଦୁଇ ଜଣଙ୍କ ଜୀବନ ନେଇଛି। ଆଜି ମୃତ୍ୟୁ ବରଣ କରିଥିବା ଦୁଇ ଜଣ ବ୍ୟକ୍ତି ଗଞ୍ଜାମର ହୋଇଥିବା ଜଣାପଡିଛି। ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ … Read More

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୨୪ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ସର୍ବାଧିକ ଆଉ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଭୁବନେଶ୍ବରରୁ ଆଜି ଆଉ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗର … Read More

ରାଜ୍ୟରେ କିନ୍ନରଙ୍କୁ ମିଳିବ ମଧୁବାବୁ ପେନସନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କିନ୍ନରମାନଙ୍କୁ ମଧୁବାବୁ ପେନସନ ମିଳିବ । କିନ୍ନରମାନଙ୍କୁ ମଧୁବାବୁ ପେନସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାସହ ୪୮ଲକ୍ଷ ମଧୁବାବୁ ପେନସନଧାରୀଙ୍କୁ ସହାୟତା ମିଳିବ । ହିତାଧିକାରୀଙ୍କୁ ଆସନ୍ତା … Read More

ରାଜ୍ୟରେ କରୋନା ରେକର୍ଡ; ୫୬୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ସର୍ବାଧିକ ଆଉ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଓଡ଼ିଶାରୁ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି … Read More

ଲେହରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସିଡିଏସଙ୍କ ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି

ଲେହ, (ଓଡିଶା ଟାଇମ୍) : ସୀମାରେ ଉତ୍ତେଜନା ଭିତରେ ଲେହରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଲେହରେ ପହଞ୍ଚିଛନ୍ତି ସିଡ଼ିଏସ ଜେନେରାଲ ବିପିନ ରାୱତ । ଲେହର ନିମୁରେ ଆଇଟିବିପି ଯବାନଙ୍କୁ ମୋଦି ଭେଟିଛନ୍ତି । ସ୍ଥଳସେନା, … Read More