ଦେଶରେ ଚିହ୍ନଟ ହେଲେ ଆଉ ୭୯୬ ନୂଆ ଆକ୍ରାନ୍ତ ; ୧୯ ମୃତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନାର ଦୈନିକ ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇବା ସହ ଏକ ହଜାରରେ ସୀମିତ ରହୁଥିବା ଦେଖାଯାଉଛି। ଦିନକରେ ଆଉ ୭୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୩୬,୯୨୮କୁ … Read More











