ଦେଶରେ ଆଉ ୯୪୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଆଜି କରୋନା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୯୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରୁ ୮୧୦ ଜଣ … Read More

ମଝି ଆକାଶରେ ବିମାନରେ ଅଘଟଣ: ପାସେଞ୍ଜରଙ୍କ ମୋବାଇଲରେ ଲାଗିଲା ନିଆଁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ମୋବାଇଲ୍‌ରେ ଲାଗିଲା ନିଆଁ । ଇଣ୍ଡିଗୋର ଏ୩୨୦ ବିମାନରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଜଣେ ଯାତ୍ରୀଙ୍କ ମୋବାଇଲରୁ ହଠାତ୍ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । କ୍ୟାବିନ … Read More

୨୪ ଘଣ୍ଟାରେ ବାହାରିଲେ ୧୭ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୦୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ବିଭିନ୍ନ ବିବାଦୀୟ କଥାକୁ କେନ୍ଦ୍ର କରି ମନଟା ଭଲ ନ ଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ । ଯାତ୍ରାରେ ଅଭିଳଷିତ ଫଳ ପାଇବେ । କର୍ମକ୍ଷେତ୍ରରେ ଅଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ … Read More

ଭୁବନେଶ୍ବର ପ୍ରତିଷ୍ଠା ଦିବସ, ୭୪ ବର୍ଷରେ ପାଦଦେଲା ରାଜଧାନୀ

ଭୁବନେଶ୍ବର, (ଓଡିଶା ଟାଇମ୍):  ଆଜି ମନ୍ଦିର ମାଳିନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦ ଦେଇଛି ଓଡ଼ିଶାର ରାଜଧାନୀ । ଭୁବନେଶ୍ୱରକୁ ନେଇ ଓଡ଼ିଶାର ଅନେକ କିମ୍ବଦନ୍ତି ରହିଛି । ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଆଜିର ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ଅତି ନିକଟରେ ରଗୁଥିବା ବନ୍ଧୁଟି ଦ୍ୱାରା କରାଇନେବେ । କର୍ମକ୍ଷେତ୍ରରେ ସ୍ୱାଦୀଣ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ମିଳିବ । ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖା ଦେବ । ସରକାରୀ ସ୍ତରରୁ … Read More

ତାରାତାରିଣୀଙ୍କ ଦର୍ଶନ କଲେ ୫ଟି ସଚିବ ଓ ତାଙ୍କ ଧର୍ମପତ୍ନୀ

ଗଞ୍ଜାମ, (ଓଡିଶା ଟାଇମ୍): ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ହିଁ ମା ତାରା ତାରିଣୀଙ୍କ ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଶେଷ ହୋଇଛି। ମା ଙ୍କ ଆଶୀର୍ବାଦରୁ ନିଜର ମାନସିକ ପୂରଣ ପାଇଁ ଲକ୍ଷ,ଲକ୍ଷ ଲୋକ ସେମାନଙ୍କ … Read More

ଉଦ୍ଧାର ଅଭିଯାନ ଶେଷ: ୪୫ ଘଣ୍ଟାରେ ବଞ୍ଚିଲା ୪୬ ଜୀବନ, ୩ ମୃତ

ରାଞ୍ଚି, (ଓଡିଶା ଟାଇମ୍): ଝାଡ଼ଖଣ୍ଡର ଦେଓଘର ଜିଲା ତ୍ରିକୁଟ ପର୍ବତ ରୋପୱେ ଦୁର୍ଘଟଣା ପରେ ଚାଲିଥିବା ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୪୫ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନରେ ୪୬ଟି ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସଫଳ ହୋଇଛି ସେନା। ଏହି … Read More

ଲୋକସେବା ଭବନରୁ ଉଠିଲା କରୋନା କଟକଣା, ଏପ୍ରିଲ ୧୮ରୁ ସାମ୍ୱାଦିକଙ୍କ ପ୍ରବେଶକୁ ଅନୁମତି

ଭୁବନେଶ୍ବର, (ଓଡିଶା ଟାଇମ୍): ବହୁ ବିବାଦ ପରେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କରୋନା ଯୋଗୁଁ ଲୋକସେବା ଭବନରେ ପ୍ରବେଶ ଉପରେ ଲାଗୁ କଟକଣାକୁ ହଟାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ଗୃହ ବିଭାଗ … Read More

ରାସାୟନିକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ୬ ମୃତ

ସୁରଟ, (ଓଡିଶା ଟାଇମ୍): ଗୁଜରାଟ ଭରୁଚ ଜିଲ୍ଲାର  ଏକ ରାସାୟନିକ କାରଖାନାରେ ସୋମବାର ଭୟାବହ ଅଗ୍ନିକାଣ୍ଡ  ଘଟିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨  ଜଣ ଆହତ ହୋଇଛନ୍ତି । ଦହେଜ ଶିଳ୍ପାଞ୍ଚଳରେ ଥିବା ଓମ୍‌  ଅର୍ଗାନିକ୍‌ … Read More