ଆଜି ପାକ୍‌ ବାଛିବ ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜି ପାକିସ୍ତାନ ବାଛିବ ନୂଆ ପ୍ରଧାନମନ୍ତ୍ରୀ । ପାକିସ୍ତାନରେ ଆଜି ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ହୋଇପାରନ୍ତି । ଶାହବାଜଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ବିରୋଧୀ ଦଳ ପ୍ରସ୍ତାବ ଦେଇଥିବା ବେଳେ ଅପରାହ୍ଣ ସାଢ଼େ ଦୁଇଟାରେ ପାକ୍‌ ସଂସଦରେ … Read More

ଲୋକାର୍ପଣ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟାଲ

ପୁରୀ, (ଓଡିଶା ଟାଇମ୍):  ଲୋକାର୍ପଣ ହେବ ପୁରୀ ବାଲିଗୁଆଳି ଠାରେ ନିର୍ମିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଲୋକାର୍ପଣ କରିବେ। ପ୍ରଥମ ବ୍ୟାଚରେ ଆଡମିଶନ କରିଥିବା … Read More

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୧୨ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୬୪ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ବିଭିନ୍ନ ସମସ୍ୟା ହେତୁ ଆଜି ମନ ଅନୁଯାୟୀ କାମ ସମ୍ପନ୍ନ କରିବା କଷ୍ଟକର ହୋଇ ପଡିବ । ଆର୍ଥିକ କ୍ଷେତ୍ରରେ ଆଜି ପାଇବେ ଯେମିତି ଓ ଯତେିକି, ଖର୍ଚ୍ଚ ମଧ୍ୟ କରିବେ ସେମିତି । ସତର୍କତା ଅଭାବରୁ ସାଧାରଣ ଘଟଣା … Read More

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, (ଓଡିଶା ଟାଇମ୍): ଶ୍ରୀନଗରର ବିଶମ୍ବର ନଗରରେ ରବିବାର ସକାଳେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସୁରକ୍ଷାବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। କାଶ୍ମୀର ଆଇଜିପିଙ୍କ ସୂଚନା ଅନୁସାରେ, ନିହତ ହୋଇଥିବା ଆତଙ୍କୀ ନିକଟରେ … Read More

ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନୱାଜ ସରିଫଙ୍କ ଭାଇ ଶେହୱାଜ ସରିଫ

ଇସଲାମାବାଦ, (ଓଡିଶା ଟାଇମ୍):  ନିଜ ଆସନ ବଞ୍ଚାଇବାକୁ ଶତ ଚେଷ୍ଟା କରି ଶେଷରେ ବିଫଳ ହୋଇଛନ୍ତି ପାକିସ୍ତାନ ତେହେରିକ-ଏ ଇନ୍‌ସଫା ଫାର୍ଟିର ମୁଖ୍ୟ ଇମ୍ରାନ ଖାନ। ଅନାସ୍ଥ ପ୍ରସ୍ତାବରେ ହାରିବା ପରେ ତାଙ୍କ ପ୍ରଧାନମନ୍ତ୍ରୀ ଆସନ ଯାଇଛି। ଏବେ ତାଙ୍କ ସ୍ଥାନରେ … Read More

୧୦୦୦ କୋଟି କ୍ଲବରେ ‘ଆରଆରଆର’: ଆୟ କ୍ଷେତ୍ରରେ ଦେଶରେ ତୃତୀୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଏପରି ଏକ ସମୟ ଥିଲା ଯେତେବେଳେ ​‌କୌ​‌ଣସି ଚଳଚ୍ଚିତ୍ର ଯଦି ୧୦୦ କୋଟି କ୍ଲବରେ ସାମିଲ ହୁଏ, ତାହେଲେ ତାକୁ ସଫଳ ଫିଲ୍ମ କୁହାଯାଉଥିଲା। ପ୍ରତ୍ୟେକ ଅଭିନେତାଙ୍କର ଆଶା ଥାଏ ଯେ, ତାଙ୍କ ଚଳଚ୍ଚିତ୍ର ୧୦୦ କୋଟି … Read More

ପୁରୀ ଗସ୍ତରେ ଜଷ୍ଟିସ୍ ବିନିତ ସରନ

ପୁରୀ, (ଓଡିଶା ଟାଇମ୍): ପୁରୀ ଗସ୍ତରେ ସୁପ୍ରିମକୋର୍ଟର ବିଚାରପତି ବିନିତ୍ ସରନ୍ । ସେ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବିନିତ ସରନ୍ ଆଜି ନିଜ … Read More

ନନ୍ଦନକାନରେ ବାଘ ଛୁଆ ରକି ଅସୁସ୍ଥ; ଚାଲିଛି ଚିକିତ୍ସା

ବାରଙ୍ଗ, (ଓଡିଶା ଟାଇମ୍): ବାଘ ଛୁଆ ରକି ଅସୁସ୍ଥ। ନନ୍ଦ ନକାନନରେ ୧୨ ମାସର ବାଘ ଛୁଆ ରକି ଅସୁସ୍ଥ ହୋଇପଡ଼ିଛି। ଗତ ଦୁଇଦିନ ହେଲା ତାକୁ ତରଳ ଝାଢ଼ା ହେଉଥିବା ଯୋଗୁ ବାଘ ଛୁଆଟି ଅତ୍ୟନ୍ତ ଦୂର୍ବଳ ହୋଇ ପଡ଼ିଛି। … Read More

ଦେଶରେ ଆଉ ୧,୦୫୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଆଜି ବି ଏକ ହଜାର ଉପରେ ରହିଛି ଦୈନିକ କରୋନା ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧,୦୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରୁ ଗୋଟିଏ ଦିନରେ ୧,୨୫୮ … Read More