ପାରାଦୀପ, ଭୁବନେଶ୍ଵରରେ କମୁଛି; ଭଦ୍ରକ ଓ ବାଲେଶ୍ଵରରେ ବଢୁଛି
ଭୁବନେଶ୍ବର, (ଓଡ଼ିଶା ଟାଇମ୍): ବାତ୍ୟା ‘ଅମ୍ପନ’ ଧିରେ ଧିରେ ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି କରୁଛି। ଫଳରେ ପାରାଦୀପରେ ପୁରୀ, ଭୁବନେଶ୍ଵର ଓ କଟକରେ ଏବେ ପବନ ଧୀରେ ଧୀରେ କମୁଛି। କିନ୍ତୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱରରେ ପବନର … Read More











