ବାତ୍ୟା ଅମ୍ପନ କ୍ଷୟ କ୍ଷତି ପାଇଁ ଜିଲାପାଳଙ୍କୁ ରିପୋର୍ଟ ମାଗିଲେ ସରକାର                   

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ମହାବାତ୍ୟା ଅମ୍ପନ ଓଡ଼ିଶା ଉପକୂଳ ପାର କରିଛି। ଆଜି ତାହା ଲ୍ୟାଣ୍ଡଫଲ୍‌ କରି ଦୁର୍ବଳ ହେବ। ଏହାର ପ୍ରଭାବରେ ବାଲେଶ୍ଵର,ଠାରୁ ଗଞ୍ଜାମ ଯାଏ  ଉପକୂଳ ଅଞ୍ଚଳ ପ୍ରଭାବିତ ହୋଇଛି। ବିଶେଷକରି ବାଲେଶ୍ଵର, ଭଦ୍ରକ, ମୟୁାଭଞ୍ଜ, କନ୍ଦେ୍ରାପଡ଼ା, ଯାଜପୁର … Read More

ଆସୁଛନ୍ତି ପ୍ରବାସୀ: ରାତି ୯ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ଦୁବାଇ ବିମାନ 

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପ୍ରବାସୀ ଓଡିଆଙ୍କୁ ନେଇ ଦୁବାଇରୁ ବାହାରିଛି ଆଉ ଏକ ବିମାନ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଏହି ବିମାନ ଭୁବନେଶ୍ୱର ଆସୁଛି। ଆଜି ରାତି ୯ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ଏହି ସ୍ଵତନ୍ତ୍ର ବିମାନ ପହଞ୍ଚିବ। ବର୍ତ୍ତମାନ କରୋନା … Read More

ମେ ୨୫ ରୁ ଉଡ଼ିବ ଘରୋଇ ବିମାନ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌):  ଦୀର୍ମେଘ ଦୁଇମାସର ବ୍ୟବଧାନ ପରେ ୨୫ ତାରିଖରୁ ଉଡ଼ିବ ଘରୋଇ ବିମାନ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହପୁରୀ ଏବାବଦରେ ଆଜି ସୂଚନା ଦେଇଛନ୍ତି। ଯଦିଓ ଲକ୍‌ଡାଉନ୍‌-୪ ନିୟମାବଳୀ ଅନୁସାରେ ସମସ୍ତ ବେସାମରିକ ଘରୋଇ ଓ … Read More

ଅଶାନ୍ତ ହେବାରେ ଲାଗିଛି ସମୁଦ୍ର,  ଲୋକଙ୍କୁ ସତର୍କ କଲା ପ୍ରଶାସନ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ସାମୁଦ୍ରିକ ଝଡ ଅମ୍ଫନ କାରଣରୁ ସମୁଦ୍ର ଅଶାନ୍ତ ହୋଇଉଠିଛି । ଏହି କାରଣରୁ ଦୀଘାରେ କ୍ରମାଗତ ଭାବେ ସମୁଦ୍ରରେ ଉଚ୍ଚା ଉଚ୍ଚା ଲହଡି ଆସୁଛି । ସମୁଦ୍ରର ଏପରି ଅଶାନ୍ତ ରୂପକୁ ଦେଖି ବାଲେଶ୍ୱର ଜିଲ୍ଲା … Read More

ରାଜ୍ୟରେ ଆଉ ୩୬ କୋରୋନା ରୋଗୀ ସୁସ୍ଥ ହେଲେ 

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ରାଜ୍ୟରେ ଆଉ ୩୬ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏହି ଆକ୍ରାନ୍ତଙ୍କୁ ଲଗାଇ ରାଜ୍ୟରେ ୩୪୩ ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା l ଏ ନେଇ ରାଜ୍ୟ ସ୍ଵସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ … Read More

ଅମ୍ପନ: ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ, ୪ଘଣ୍ଟା ଲାଗିବ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) : ଏ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ବାତ୍ୟା ଅମ୍ପନ୍‌ର ଲ୍ୟାଣ୍ଡଫଲ୍‌ ବା ଭୂପୃଷ୍ଠ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଢ଼େ ଦୁଇଟା ଭାରତୀୟ ସମୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ସେତେବେଳେ ବାତ୍ୟାର ଆଖି ବଙ୍ଗୋପସାଗରରେ ଦୀଘାଠାରୁ … Read More

ଭାରତରେ କରୋନା ଭାଇରସ ନିୟନ୍ତ୍ରିତ : ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁ ସଂକ୍ରମଣ ସଂଖ୍ୟା ସାରା ବିଶ୍ୱରେ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ଏହି  ଭୁତାଣୁ  ହେତୁ ସାରା ବିଶ୍ୱର ସ୍ଥିତି ଖରାପ ହେବା ସହ ଆମେରିକାର ସ୍ଥିତି ମଧ୍ୟ ଖରାପ ସ୍ତରରେ ପହଞ୍ଚିଛି । … Read More

୭୪ କୋରୋନା ଭୁତାଣୁ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌):  ଗତ ୨୪ ଘଣ୍ଚା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା  ୭୪କରୋନା ଭୁତାଣୁ ଆକ୍ରାନ୍ତଙ୍କ ବାବଦରେ ତଥ୍ୟ ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହି ୭୪ଜଣଙ୍କ ଭିତରୁ ୭୩ଜଣଙ୍କ କ୍ଵାରେଣ୍ଟୀନ୍‌ ସେଣ୍ଟରରୁ ଚିହ୍ନଟ କରାଯାଇଛି। ଗଞ୍ଜାମ ଜିଲ୍ଲାର ଜଣେ … Read More

ଆଜିଠୁ ଅନଲାଇନରେ ଟ୍ରେନ ଟିକେଟ ବୁକିଂ ଆରମ୍ଭ

ନୂଆଦିଲ୍ଲୀ,(ଓଡିଶା ଟାଇମ୍) : ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ଟିକେଟ ବୁକିଂ ଆରମ୍ଭ ହେବ। ଆସନ୍ତା ଜୁନ୍‌ ୧ରୁ ରେଲ୍‌ୱେ ପକ୍ଷରୁ ୨୦୦ଟି ରେଗୁଲାର୍‌ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜି ସକାଳ ୧୦ଟାରୁ IRCTC ୱେବ୍‌ସାଇଟ୍‌ … Read More

ଅମ୍ପନ୍‌: ହାଇକୋର୍ଟଙ୍କ ଶୁଣାଣୀ ସ୍ଥଗିତ, ସବୁ ମାମଲାର କାଲିହେବ ବିଚାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଅମ୍ପନ ଜରୁରୀକାଳୀନ ସ୍ଥିତିକୁ ଲକ୍ଷ୍ୟ କରି ଓଡ଼ିଶା ହାଇକୋର୍ଟ ଏହାଙ୍କ ଆଜି ନିର୍ଦ୍ଧାରିତ ସମସ୍ତ ଶୁଣାଣୀକୁ ସ୍ଥଗିତ କରିଛନ୍ତି। ଏକ ବିଜ୍ଞପ୍ତିରେ ହାଇକୋର୍ଟଙ୍କ ବିଚାରବିଭାଗୀୟ ରେଜିଷ୍ଟ୍ରାର୍‌ କହିଛନ୍ତି ଯେ, ବୁଧବାର ଦିନ ବିଭିନ୍ନ ବେଞ୍ଚରେ ନିର୍ଦ୍ଧାରଣ କରାଯିବାକୁଥିବା … Read More