ହଟିଲେ ମନୋଜ, ଆଦେଶ ହେଲେ ଦିଲ୍ଲୀ ବିଜେପି ମୁଖ୍ୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ୟୁନିଟର ସଭାପତି ମନୋଜ ତିୱାରୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଆଦେଶ ଗୁପ୍ତାଙ୍କୁ ରାଜ୍ୟ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି। ଦିଲ୍ଲୀ ନିର୍ବାଚନରେ ବିଜେପିର ଅପ୍ରୀତିକର ପ୍ରଦର୍ଶନ ପରଠାରୁ ମନୋଜ … Read More

ଆସାମରେ ଭୂସ୍ଖଳନ, ପାଖାପାଖି ୨୦ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ଦିସପୁର,(ଓଡିଶା ଟାଇମ୍) :  ଦକ୍ଷିଣ ଆସାମରେ ବଡ଼ ଧରଣର ଭୂ-ସ୍ଖଳନ ହୋଇଛି । ଆସାମର ୩ଟି ଜିଲ୍ଲାରେ ଅଲଗା ଅଲଗା ଭୂ-ସ୍ଖଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଚାଚର, ହାଏଲାକାଣ୍ଡି, କରିମଗଞ୍ଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି । … Read More

ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା

ପୁରୀ ,(ଓଡିଶା ଟାଇମ୍) : ପୁରୀ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା । ୪ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ଧାରା ଲାଗୁ ହେବ । ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ଯାଏଁ ଲାଗୁ … Read More

ରାଜ୍ୟ ପାଇଁ ଖୁସି ଖବର,ସୁସ୍ଥ ହେଲେ ଆଉ ୮୦ ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟ ପାଇଁ ଭଲ ଖବର । ଆଜି ପୁଣି ସୁସ୍ଥ ହୋଇଛନ୍ତି ୮୦ ଆକ୍ରାନ୍ତ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସୁସ୍ଥଙ୍କୁ ମିଶାଇ … Read More

ମୋଦିଙ୍କ ଉପରେ ଓଡିଶାବାସୀ ସବୁଠୁ ଅଧିକ ସନ୍ତୁଷ୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଦେଶରେ ସବୁ ମୁଖ୍ୟମନ୍ତୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ । ସେହିଭଳି ଦେଶରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଓଡିଶାବାସୀ ବସୁଠୁ ଅଧିକ ସନ୍ତୁଷ୍ଟ । ଆଇଏଏନ୍ଏସ୍ ଭୋଟ ସର୍ଭେରୁ ଏହି ରିପୋର୍ଟ … Read More

ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଥିଲା । ଲକଡାଉନ ସମୟରେ ଲୋକପ୍ରିୟତା ନେଇ ସି-ଭୋଟର ଓ ଆଇଏଏନଏସ ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ … Read More

ଟ୍ରକ ଆସୋସିଏସନ୍‌ର ଆନ୍ଦୋଳନ ଧମକ,ଟିକସ ଛାଡ କର

ଭୁବନେଶ୍ବର, (ଓଡିଶା ଟାଇମ୍) :ଲକଡାଉନ ସମୟରେ ଟ୍ରକ ଗୁଡିକ ଠିଆ ହୋଇ ରହିଲା । ଆଉ କିଛି ଟ୍ରକ କୋରୋନା ମୁକାବିଲାରେ ରାସ୍ତାରେ ଗଡିଥିଲା । ଫଳରେ ଟ୍ରକ ମାଲିକଙ୍କୁ ବହୁ କ୍ଷତି ସହିବାକୁ ପଡିଛି । ରାଜ୍ୟ ସରକାରଙ୍କୁ ଟ୍ରକ୍‌ … Read More

ଚୁଟି କାଟିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ, ପଢନ୍ତୁ କେଉଁ ରାଜ୍ୟରେ !

ତାମିଲନାଡ଼ୁ, (ଓଡିଶା ଟାଇମ୍) :  ଚୁଟି କାଟିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । ଏନେଇ ତାମିଲନାଡ଼ୁ ସରକାର ଏସଓପି ଜାରି କରିଛନ୍ତି । ଏହି ଏସଓପି ଉଭୟ ସେଲୁନ ମାଲିକ ଓ ଗ୍ରାହାକଙ୍କୁ ମାନିବାକୁ ପଡ଼ିବ । ଯଦି କେହି … Read More

୨୪ ଘଣ୍ଟାରେ ୮ ହଜାର ୧୭୧ ନୂଆ ମାମଲା, ସପ୍ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ମାମଲା ୧ ଲକ୍ଷ ୯୮ ହଜାର ୭୦୬ ରେ ପହଞ୍ଚି ସାରିଛି । ସୋମବାର ୮ ହଜାର … Read More

ମଧ୍ୟପ୍ରଦେଶ ଫେରିଗଲେ ପଙ୍ଗପାଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ଛତିଶଗଡ ରାଜ୍ୟରୁ ମଧ୍ୟପ୍ରଦେଶ ପଳାଇଲେ ପଙ୍ଗପାଳ । ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲା ଜେସି ନଗରକୁ ପଳାଇଥିବା ଜଣାପଡିଛି । ପଙ୍ଗପାଳ ଆଉ ଛତିଶଗଡ ଯିବା ସମ୍ଭ।ବନା ନାହିଁ । ଯେଉଁ ରାସ୍ତା ଦେଇ ଆସିଥିଲେ, ସେହି … Read More