ବଦଳିଲା ଭୁବନେଶ୍ଵରରେ ପାର୍କ ଖୋଲିବା ସମୟ: ସକାଳ ୫ଟାରୁ ୭ଟା ଯାଏ କେବଳ ବରିଷ୍ଠ ନାଗରିକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ପାର୍କ ଖୋଲିବା ସମୟ ବଦଳିଛି। ସକାଳ  ୫ଟାରୁ ଦିନ ୧୦ଟା ଯାଏ ପାର୍କ ଖୋଲା ରହିବ। ସେହିପରି ସନ୍ଧ୍ୟା ୪ଟାରୁ ୬ଟା ଯାଏ ସବୁଦିନ ପାର୍କ ଖେଶଲା ରଖିବାକୁ ଭୁବନେଶ୍ଵର ମ୍ୟୁନିସିପାଲିଟି ନିଷ୍ପତ୍ତି ନେଇଛି। ଏହି … Read More

୯ ଜିଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ଅଧିକ

ଭୁବନେଶ୍ବର, (ଓଡିଶା ଟାଇମ୍) :  ପଙ୍ଗପାଳଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାର ବିଭାଗୀୟ ପ୍ରଶାସନିକ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି … Read More

ଆଜି ଓଡିଶାର ବିଭିନ୍ନ ସ୍ଥାନରେ ହେବ ପ୍ରବଳ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏଥିସହ ପବନର ବେଗ ମଧ୍ୟ ଅଧିକ … Read More

ସାମୁହିକ ଆତ୍ମହତ୍ୟା ଉଦ୍ୟମ ଘଟଣା, ଆଖି ବୁଜିଲେ ସାନ ପୁଅ ଶ୍ରୀକାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା । ବୁର୍ଲା ମେଡିକାଲରେ ଆଖି ବୁଜିଲେ ମୃତକ ଦୀପକ ବିଶ୍ୱାଳଙ୍କ ଭାଇ ଶ୍ରୀକାନ୍ତ ବିଶ୍ୱାଳ । ଜଣେ ଭଉଣୀଙ୍କ ଅବସ୍ଥା ଏବେ … Read More

କେନ୍ଦ୍ରାପଡ଼ା ଜିଲ୍ଳାରେ ୭ ଦିନ ନୁହେଁ, ୧୪ ଦିନ ସଙ୍ଗରୋଧ ବାଧ୍ୟତାମୂଳକ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌) : କେନ୍ଦ୍ରାପଡ଼ା ଜିଲ୍ଳାରେ ୧୪ ଦିନର ଆନୁଷ୍ଠାନିକ ସଙ୍ଗରୋଧ ବା କ୍ଵାରେଣ୍ଟୀନ୍‌ ବାଧ୍ୟ କରିଛି ଜିଲ୍ଲା ପ୍ରଶାସନ।  ପୂର୍ବରୁ ରାଜ୍ୟ ସରକାର ସଙ୍ଗରୋଧ ସମୟସୀମାରେ କୋହଳ ଆଣି ୭ ଦିନ ବାଧ୍ୟତାମୂଳକ କରିଥିବା ବେଳେ ଆଉ ସାତ … Read More

ଦାନା ବାନ୍ଧୁଛି ଲଘୁଚାପ: ୧୧ ସୁଦ୍ଧା ଓଡ଼ିଶାରେ ମୌସୁମୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଉତ୍ତର ପଶ୍ଚିମ ଏବଂ ତତ୍ ସଂଲଗ୍ନ ବଙ୍ଗୋପ ସାଗରରେ ଜୁନ୍ ୮ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ। ଏହି କାରଣରୁ ଓଡ଼ିଶାରେ ଜୁନ୍ ୯ ରୁ ୧୧ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବେଶ … Read More

ବଛାବଛା ଗଣମାଧ୍ୟମ ସମ୍ପାଦକ ଓ ମାଲିକଙ୍କୁ ଭେଟିଲେ 5-T ସଚିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟରେ ଲକ୍‌ ଡାଉନ୍‌ ଓ ଶଟ୍‌ଡାଉନ୍‌ ସମ୍ପର୍କରେ ଯେଉଁ ନୂଆ ନିର୍ଦେଶାବଳୀ ଜାରି ହୋଇଛି ସେ ବାବଦରେ ସରକାରଙ୍କ ଉଦ୍ଦଶ୍ୟକୁ ସ୍ପଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିୟାନ୍‌ ଆଜି ରାଜ୍ୟର … Read More

ରାଜ୍ୟ ଭିତରେ ଗଡ଼ିବ ୫ ଟି ଟ୍ରେନ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ଭିତରେ ଗଡିବ ୫ ଟି ଟ୍ରେନ୍‌ । ଟ୍ରେନ ଚଳାଇବାକୁ ଅନୁମତି ମିଳିଛି । ଏହି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବା ନେଇ ପୂର୍ବତଟ ରେଲୱେର ପକ୍ଷରୁ ଘୋଷଣା କରାଯାଇଛି। କେଉଁ ରୁଟରେ କେଉଁ ଟ୍ରେନ … Read More

ବାବୁ ସିଂ ହେଲେ ଭୁବନେଶ୍ୱର ଭାଜପା ସଭାପତି,ଦଳ ଛାଡିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭାରତୀୟ ଜନତା ପାର୍ଟି ( ଭାଜପା )ରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ । ଭୁବନେଶ୍ବର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ମଙ୍ଗଳବାର ଇସ୍ତଫା ଦେଇଥୁବା ସୂଚନା ମିଳିଛି । ତେବେ ସେ ସଭାପତି … Read More

ବାତ୍ୟାର ରୂପ ନେଲା ନିସର୍ଗ, କାଲି ରାତିରେ ଲ୍ୟାଣ୍ଡଫଲ୍ !

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଆରବ ସାଗରରେ ବାତ୍ୟା ନିସର୍ଗର ରୂପ ନେଇଛି ଗଭୀର ଅବପାତ । ବର୍ତ୍ତମାନ ସୁରତଠାରୁ ୬୪୦କିମି ଓ ମୁମ୍ବାଇଠାରୁ ୪୩୦ କିମି ଦୂରରେ ଅଛି ନିସର୍ଗ । ଆଗାମୀ ୧୨ଘଣ୍ଟାରେ ଭୟଙ୍କର ଘୂର୍ଣ୍ଣିବାତ୍ୟାର ରୂପ ନେବ ନିସର୍ଗ … Read More