ଅବାଟରେ ବନା ମଉସାଙ୍କ ଧାନ ବେପାର

ବରେନ୍ଦ୍ର କୃଷ୍ଣ ସାହୁ ବନା ମଉସା । ପୂରା ନାଁ ବନମାଳି ବାରିକ । ଉଚ୍ଚତା ସାଢେ 6 ଫୁଟରୁ ଅଧିକ ହେବ ! ମଉସା ଛିଡା ହୋଇ ପଡ଼ିଲେ 24 ଇଞ୍ଚିଆ ସାଇକେଲ ଗୋଡ଼ ତଳେ ଗଡ଼ିଯିବ । ଆମେ … Read More

ଭୁବନେଶ୍ବରରୁ ଆଜି ଆଉ ୪୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୬ଜଣ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୪୬ଜଣଙ୍କ ମଧ୍ୟରୁ ୨୨ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଓ ୨୪ଜଣ ସ୍ଥାନୀୟ … Read More

ରାଜ୍ୟ ପାଇଁ ଭଲ ଖବର,ସୁସ୍ଥ ହେଲେ ଆଉ ୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ସର୍ବାଧିକ ୩୦୩ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା  ୭୦୦୬କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷ୍ୟରୁ … Read More

ନିରବ ମୋଦିର ୩୨୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ନିରବ ଠାରୁ ପ୍ରାୟ ୩୨୬.୯୯ କୋଟି … Read More

୪୮ ବର୍ଷରେ ପାଦ ଥାପିଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି । ଯିଏକି କ୍ରିକେଟ୍ ପ୍ରେମୀଙ୍କ ଗହଣରେ ‘ପ୍ରିନ୍ସ ଅଫ୍ କୋଲକାତା’ ଓ ‘ରୟାଲ୍ ବେଙ୍ଗଲ୍ ଟାଇଗର’ ନାମରେ ଖୁବ୍ … Read More

ବିଭିନ୍ନ ରୋଗରୁ ଉପଶମ ଦିଏ ବ୍ରୋକଲି

ଭୁବନେଶ୍ୱର, (ଓଡିଶା ଟାଇମ୍‌): ଖାସକରି ଶୀତ ଦିନରେ ବଜାରରେ ବ୍ରୋକଲି ଅଧିକ ପରିମାଣର ମିଳିଥାଏ । ଏହା ଫୁଲକୋବି ଭଳି ଦେଖିବାକୁ ହେଇଥିବା ବେଳେ ଏହାର ରଙ୍ଗ ସବୁଜ । ଏହାକୁ ସିଝାଇ କିମ୍ବା କଞ୍ଚାରେ ସାଲାଡ୍ ଅବା ସୁପ୍ କରି … Read More

ସରକାରୀ ନିଯୁକ୍ତି ନେଇ ସ୍ପଷ୍ଟ କଲେ ସରକାର; ପୂର୍ବ ଭଳି ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆର୍ଥିକ କଟକଣା ଓ ନୂଆ ନିଯୁକ୍ତି ଉପରେ କଟକରା ଲାଗୁ ହୋଇଥିଲା । ନୂଆ ସରକାରୀ ନିଯୁକ୍ତି ନେଇ ଅର୍ଥ ବିଭାଗ ପକ୍ଷରୁ ଆଜି ଏହି ସମ୍ପର୍କରେ ସ୍ପଷ୍ଟୀକରଣ ରଖାଯାଇଛି । ଖାଲି ପଡ଼ିଥିବା ସରକାରୀ … Read More

ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ରାଜଭବନ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ … Read More

ଏସସିବି ମେଡ଼ିକାଲର ଆଉଟ ଡୋର ବନ୍ଦ

କଟକ, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ଚିହ୍ନଟ ସଂଖ୍ଯା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସବୁ ଜିଲ୍ଳାରେ କୋଭିଡ଼ ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ କଟକରେ … Read More

ଭୁବନେଶ୍ୱର RTO-୨ ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ କରୋନା ପଜିଟିଭ ବଢିବାରେ ଲାଗିଛି । ଏଥିପାଇଁ ଭୁବନେଶ୍ବର ଆରଟିଓ-୧ ପରେ ଏବେ ଆରଟିଓ-୨ ବନ୍ଦ ହୋଇଛି  । କରୋନା ସଂକ୍ରମଣ ଆଶଙ୍କାରେ ଆରଟିଓ-୨କୁ ବନ୍ଦ କରି ଦିଆଯାଇଛି । … Read More