୮୧ ବର୍ଷ ବୟସରେ ଭେଟେରାନ୍ ବଲିଉଡ ଅଭିନେତା ଜଗଦିପଙ୍କ ଦେହାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡର ଭେଟେରାନ୍ ଅଭିନେତା ତଥା ଲୋକପ୍ରିୟ କମେଡିଆନ୍ ସୟଦ ଇସ୍ତିଆକ୍ ଅହମଦ ଜାଫ୍ରିଙ୍କର ମୁମ୍ବାଇ ଠାରେ ଦେହାନ୍ତ ହୋଇଛି । ଯିଏକି ଜଗଦିପ ନାମରେ ପରିଚିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିବା … Read More

ଆସିଲା ସମାଜସେବୀ ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ କଣ ରହିଛି ରିପୋର୍ଟ..

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆଜି ଆସିଛି । ରିପୋର୍ଟ ଅନୁସାରେ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ଟ୍ରେନ ଆଘାତରେ ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ରିପୋର୍ଟରୁ ତଥ୍ୟ … Read More

ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟ କିଟ୍

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାରିମଧ୍ୟରେ ଓଡ଼ିଶାରେ ଆଜି ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟ କିଟ୍‌ ପହଂଚିଛି। ରିଜିଓନାଲ ମେଡିକାଲ … Read More

ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ସର୍ବାଧିକ ୫୭୭ ପଜିଟିଭ୍ ଚହ୍ନଟ ହୋଇଥିବା ବେଳେ ଆଉ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ୪ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୩ଜଣ ହୋଇଥିବା ବେଳେ ଭଦ୍ରକରେ ଜଣଙ୍କର ମୃତ୍ୟୁ ଘଟିଛି । ଭଦ୍ରକରେ … Read More

ରାଜ୍ୟରେ ଆଉ ୫୭୭ କରୋନା ସଂକ୍ରମିତ ଚିହ୍ନଟ : ୧୧ ହଜାର ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୨୦୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା … Read More

କରୋନା ପାଇଁ ଆସନ୍ତା ୧୦ ଯାଏ ଓଡ଼ିଶା ହାଇକୋର୍ଟ ବନ୍ଦ

କଟକ, (ଓଡିଶା ଟାଇମ୍) :କରୋନା ପାଇଁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସ୍ଥିତିକୁ ନେଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କରିଛି ସିଏମ୍‌ସି। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି … Read More

ପୋଲିସ ପଞ୍ଝାରେ ବିକାଶ ଦୁବେ

କାନପୁର, (ଓଡିଶା ଟାଇମ): କାନପୁର ସୁଟ୍‌ଆଉଟ୍‌ର ମାଷ୍ଟରମାଇଣ୍ଡ ବିକେଶ ଦୁବେ ଗିରଫ । ମଧ୍ୟପ୍ରଦେଶର ଉଜ୍ଜେନରୁ ଗିରଫ କଲା ପୋଲିସ । ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍‌ଆଉଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା … Read More

ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୨୪,୮୭୯ ନୂଆ ଆକ୍ରାନ୍ତ, ୪୮୭ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୭ ଲକ୍ଷରୁ ଅଧିକ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧,୧୨୯ରେ … Read More

ଆଜିଠୁ ଗଞ୍ଜାମ ସହରାଞ୍ଚଳରେ ସଟ୍‌ଡାଉନ୍‌

ଗଞ୍ଜାମ, (ଓଡିଶା ଟାଇମ୍) : ଗଞ୍ଜାମ ଜିଲ୍ଲାରେ ଅଣାୟତ ହେଉଛି କରୋନାସ୍ଥିତି । ତେଣୁ ସଂକ୍ରମଣ ରୋକିବାକୁ କଟକ ପରେ ଏବେ ଗଞ୍ଜାମ ଜିଲ୍ଲା ସଟଡାଉନ। ଆଜିଠୁ ୧୩ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ସଟଡାଉନ୍। ଏନେଇ ଘୋଷଣା କରିଛନ୍ତି … Read More

ଜୁନ ମାସରେ କମ୍ ବର୍ଷା: ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌) :ଗତ ଜୁନ ମାସରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱଭାବିତା ଠାରୁ କମ୍ ବର୍ଷା ହୋଇଥିବାରୁ ଖରିଫ ଧାନ ଚାଷ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଚାଷ ଜମିରେ ଖରିଫ ଋତୁରେ ମୁଖ୍ୟତଃ ଧାନ ଚାଷ … Read More