ରାଜ୍ୟରେ ଆଉ ୫୯୧ କରୋନା ପଜିଟିଭ୍ ଚିହ୍ନଟ

Cଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯୧ ଜଣ  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭୦୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା … Read More

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ୩୪,୮୮୪ ଆକ୍ରାନ୍ତ ଓ ୬୭୧ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୦ ଲକ୍ଷ ୩୮ ହଜାର ୭୧୬ରେ ପହଞ୍ଚିଛି । ଦେଶରେ କରୋନା ଜନିତ … Read More

ସେନାର ଏନକାଉଣ୍ଟର, ଟଳିଲେ ଆଉ ୩ ଆତଙ୍କବାଦୀ

ଜମ୍ମୁକାଶ୍ମୀର, (ଓଡିଶା ଟାଇମ୍) : ଜମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ଶନିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳିବିନିମୟରେ ଭାରତୀୟ ସୁରକ୍ଷା ବାହିନୀକୁ ସଫଳତା ମିଳିଛି। ସୁରକ୍ଷା ବାହିନୀ ଗୁଳିରେ ୩ ଜଣ ଆତଙ୍କବାଦୀ ପ୍ରାଣ … Read More

୪ ଜିଲ୍ଲା ଓ ରାଉରକେଲା ସହରରେ ପଡ଼ିଲା ତାଲା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହର ଲକ୍‌ ଡାଉନ୍ ହୋଇଛି‌ । ବିଭିନ୍ନ ସ୍ଥାନରେ ପୋଲିସର କଡ଼ା ଚେକିଂ ଚାଲିଥିବା ବେଳେ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନ ହୋଇ ପଡ଼ିଛି ଦୋକାନ ବଜାର … Read More

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ ଜରୁରୀ ନୁହେଁ: ମହାରାଷ୍ଟ୍ର ଗୃହ ମନ୍ତ୍ରୀ

ମୁମ୍ବାଇ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଲାଗି ଲଗାତାର ଦାବି କରାଯାଉଛି । ଏଭଳି ସମୟରେ ସୁଶାନ୍ତଙ୍କ ମୃତ୍ୟୁ କେସର ସିବିଆଇ ଯାଞ୍ଚ ଜରୁରୀ ନୁହେଁ ବୋଲି କହିଛନ୍ତି ମହାରାଷ୍ଟ୍ର ଗୃହ … Read More

ନୱାଜଙ୍କ ଅଭିନୀତ ଫିଲ୍ମ ‘ରାତ ଅକେଲି ହେ’ର ଟ୍ରେଲର ଆଉଟ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ନୱାଜଉଦିନ ସିଦ୍ଦିକି ଓ ଅଭିନେତ୍ରୀ ରାଧିକା ଆପଟେଙ୍କ ଅଭିନୀତ ଫିଲ୍ମ ‘ରାତ ଅକେଲି ହେ’ର ଟ୍ରେଲର ରିଲିଜ ହୋଇଛି । ‘ରାତ ଅକେଲି ହେ’ ଏକ ମର୍ଡର ମିଷ୍ଟ୍ରି ଫିଲ୍ମ । ଯେଉଁଥିରେ ନୱାଜ … Read More

ଶିକ୍ଷା ଓ ଅନୁସନ୍ଧାନ – ବିଶ୍ୱ କଲ୍ୟାଣ ନିମନ୍ତେ ନାଗରିକ ସୃଷ୍ଟି କରିବା ହିଁ ମୂଳ ଲକ୍ଷ୍ୟ

ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଏକ ନମ୍ର ଅୟମାରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ସୋଆ ନାମରେ ବେଶ ପରିଚିତ ହୋଇଥିବା ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟ ଶିକ୍ଷା ଏବଂ ଗବେଷଣା … Read More

ରାଜ୍ୟ ପାଇଁ ଭଲ ଖବର, ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୧,୩୩୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ … Read More

ଭୁବନେଶ୍ୱରରେ ଆଜି ୧୨୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ସର୍ବାଧିକ ୭୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୪ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ସହର ତୁଳନାରେ ଭୁବନେଶ୍ୱେରେ କରୋନାର ସ୍ଥିତି ଭୟଙ୍କର ହେବାରେ ଲାଗିଲାଣି । ଗୋଟିଏ ଦିନରେ ଭୁବନେଶ୍ୱରରୁ ଆଜି … Read More

ରାଜଧାନୀରେ କଡାକଡି ହେବ ଲକଡାଉନ୍:ପୁଲିସ କମିଶନର 

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ଲକଡାଉନ୍‌କୁ କଡାକଡି ଭାବେ ପାଳନ କରାଯିବ । ଏପରିକି ଆଇନ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର କହିଛନ୍ତି ଯେ, ରାଜଧାନୀରେ ସ୍ଥିତି … Read More