ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଆଦିତ୍ୟଙ୍କୁ ପୋଲିସର ଜେରା
ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ବହୁ ବଡବଡ ଲୋକଙ୍କୁ ପଚରାଉଚରା କରୁଥିବା ବେଳେ ଆଜି ଆଦିତ୍ୟ ଚୋପ୍ରାଙ୍କୁ ଜେରା କରିଛି । ଶନିବାର ସକାଳେ ମୁମ୍ବାଇର ବାର୍ସୋବା ଥାନାରେ ପୋଲିସ ୟଶରାଜ … Read More











