ରୁଷର କରୋନା ଟୀକା ଘୋଷଣା କଲେ ପୁଟିନ୍‌, କିଏ ପାଇବ, କେତେ ପାଇବ, ଆମେ କେବେ ପାଇବୁ

ରୁଷ ସମଗ୍ର ବିଶ୍ୱକୁ ଅତିକ୍ରମ କରିଛି । ଦୁନିଆର ପ୍ରଥମ କରୋନା ଭୂତାଣୁ ଟୀକା ଅନୁମୋଦନ କରାଯାଇଛି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରୁଷରେ ନିର୍ମିତ ପ୍ରଥମ କୋଭିଡ଼୍‌ … Read More

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଚକିତ କଲା ଭଳି ତଥ୍ୟ ଦେଲେ ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏହି ମାମଲାକୁ ସିବିଆଇ ତଦନ୍ତ କରୁଥିବା ବେଳେ ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡଙ୍କ କଥା ଘଟଣାକୁ ଅଧିକ ସନ୍ଦେହ ପୂର୍ଣ୍ଣ … Read More

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ନିଜେ ସୌମ୍ୟରଞ୍ଜନ ଟିଟ୍ କରି ସୂଚନା ଦେଇଛନ୍ତି । ସୌମ୍ୟରଞ୍ଜନଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିଲା । ଆଜି ରିପୋର୍ଟ ପଜିଟିଭ … Read More

ସ୍ୱାଧୀନତା ଦିବସ ପାଇଁ ଆସିଲା ଗାଇଡଲାଇନ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳ ଓ ଏପସିଙ୍କୁ ଏନେଇ ଚିଠି ଲେଖିଛି ଗୃହ ବିଭାଗ । ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ହେବ ପତାକା ଉତ୍ତୋଳନ … Read More

ରାଉରକେଲା ସ୍ବତନ୍ତ୍ର ଜେଲ୍‌ରୁ ବାହାରିଲେ ଆଉ ୪୫ କରୋନା ପଜିଟିଭ୍

ରାଉରକେଲା, (ଓଡିଶା ଟାଇମ୍) :ରାଉରକେଲା ସ୍ବତନ୍ତ୍ର କାରାଗାରରୁ ୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୨ ଜଣ ଜେଲ୍ ଅନ୍ତେବାସୀ ଥିବାବେଳେ ୩ ଜଣ ଜେଲ୍ କର୍ମଚାରୀ ରହିଛନ୍ତି । ସୋମବାର ଜେଲ୍ ଅନ୍ତେବାସୀଙ୍କ ସହ ଜେଲ୍ … Read More

ଚିଲିକା ବ୍ଲକ ଓ ଏନଏସି ସଟଡାଉନ୍

ଖୁର୍ଦ୍ଧା, (ଓଡିଶା ଟାଇମ୍) :ଆଜିଠୁ ଚିଲିକା-ବାଣପୁର ବ୍ଲକ ଏବଂ ବାଲୁଗାଁ-ବାଣପୁର NAC ର ସମସ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସଟ୍-ଡ଼ାଉନ ଘୋଷଣା କରାଯାଇଛି । ଏସବୁ ଅଞ୍ଚଳରେ ଆଜି ସନ୍ଧ୍ୟା ୭ଟାରୁ ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ … Read More

ରାଜ୍ୟରେ ୧୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ … Read More

ଆଜି ପବିତ୍ର ଜନ୍ମାଷ୍ଟମୀ; ଉତ୍ସବ ମୁଖର ପୁରପଲ୍ଲୀ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ କୃଷ୍ଣ ଜନ୍ମ ଗ୍ରହଣ କରିଥିଲେ । ଯେଉଁ ଦିନକୁ ସାରା ଦେଶରେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଇଥାଏ । ହିନ୍ଦୁ ଶାସ୍ତ୍ରାନୁଯାୟୀ ଭଗବାନ ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ … Read More

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର, (ଓଡିଶା ଟାଇମ୍) :ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା କରାଯାଉଥିଲା। ସତର୍କ ସୂଚନା ବି ଜାରି କରାଯାଇଥିଲା । ମାତ୍ର ବଡ଼ ବର୍ଷା ହେଲାନି । ଅଳ୍ପ କିଛି ଜାଗାରେ ମଧ୍ୟମରୁ ପ୍ରବଳ ବର୍ଷା ହେଲା। … Read More

ରାଜ୍ୟରେ ଚିହ୍ନଟ ହେଲେ ୧୩୪୧ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୧୩୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୭୯୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More