କ୍ୟାନସରରେ ପିଡିତ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ; ଚିକିତ୍ସା ପାଇଁ ଯାଇପାରନ୍ତି ଆମେରିକା
ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ୍ କ୍ୟାନସରରେ ପିଡିତ । ଏସମ୍ପର୍କରେ ମଙ୍ଗଳବାର ବିଳମ୍ବିତ ରାତିରେ ଫିଲ୍ମ ଟ୍ରେଡ୍ ଜର୍ଣ୍ଣାଲିଷ୍ଟ କୋମଲ ନାଥ ଟ୍ୱିଟ୍ କରି ଜଣାଇଛନ୍ତି । ସଞ୍ଜୟ ସି’ (କରୋନାଭାଇରସ୍)ରେ ନୁହେଁ ବରଂ ଆଉ … Read More











