ବୁର୍ଲାରେ ପୂର୍ବ ଶତ୍ରୁତାର କରୁଣ ପରିଣତି, ୨ ମୃତ ଓ ୩ ଗୁରୁତର ଆହତ

ସମ୍ବଲପୁର, (ଓଡିଶା ଟାଇମ୍) : ପୁଣି ମଙ୍ଗଳାର ବିଳମ୍ବିତ ରାତିରେ ଏକ ଘଟଣା ବୁର୍ଲା ସହରକୁ ଅଶାନ୍ତ କରିଦେଇଛି। ଏକ ମାରଣାନ୍ତକ ଆକ୍ରମଣ କରିବା ଘଟଣାରେ ଗୋଟିଏ ପରିବାରର ୩ଜଣ ଗୁରୁତର ଭାବେ ଆହତ ହୋଇ ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ … Read More

ଦେଶରେ ନୂଆ ଆକ୍ରାନ୍ତ ୪୪,୨୮୧; ମୃତ ୫୧୨

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କିଛି ଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୪୪,୨୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ … Read More

ଆଜିଠୁ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠାରୁ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଆରମ୍ଭ ହେବ। ନଭେମ୍ବର ୧୧ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଥିଓରି ଓ ୧୨ ତାରିଖ‌ରେ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପେପର୍‌ ପରୀକ୍ଷା କରାଯିବ। ଏକାଥରେ ରେଗୁଲାର, ଏକ୍ସ-ରେଗୁଲାର ଓ ଡିଷ୍ଟାନ୍ସ … Read More

ଆଜି କଟକ ଆଇଟିଏଟି କାର୍ଯ୍ୟାଳୟ ଭିଡିଓ କନ୍‌ଫେରେନ୍ସିଂରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି କଟକ ସ୍ଥିତ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ ବା ଆଇଟିଏଟିର ଅତ୍ୟାଧୁନିକ କାର୍ଯ୍ୟାଳୟ ଓ ଆବାସିକ ପରିସରର ଉଦଘାଟନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର … Read More

ବାଲେଶ୍ଵର ସଦର ଉପ ନିର୍ବାଚନ: ବାଜି ମାରିଲା ବିଜେଡି

ବାଲେଶ୍ଵର, (ଓଡିଶା ଟାଇମ୍) : ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୧୩,୧୯୫ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏଥିସହ ବିଜେପିକୁ ଝଟକା ଲାଗିଛି। ବିହାର ଏବଂ ମଧ୍ୟ ପ୍ରଦେଶ ନିର୍ବାଚନର ପରିଣାମକୁ ଓଡିଶା … Read More

ମଣିପୁର ଉପ ନିର୍ବାଚନରେ ବିଜେପିର ବଜିମାତ ନିର୍ବାଚନ ପ୍ରଚାର ମଙ୍ଗ ଧରିଥିଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର, (ଓଡିଶା ଟାଇମ୍) :ମଣିପୁର ବିଧାନସଭା ଉପ ନିର୍ବାଚନରେ ବାଜିମାତ କରିଛି ବିଜେପି। ୫ଟି ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ପ୍ରଥମେ ଗୋଟିଏ ଆସନରେ ଅପ୍ରତିଦ୍ଵନ୍ଦୀ ଭାବେ ଓ ଆଜି ସମସ୍ତ ୪ଟି ଆସନରେ ବିଜେପି ବିଜୟ ହାସଲ କରିଛି। ପ୍ରଧାନମନ୍ତ୍ରୀ … Read More

ରାଜଧାନୀରୁ ଆଉ ୬୩ କୋଭିଡ୍ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୯୩

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୬୩ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୩୭ରେ ପହଞ୍ଚିଛି । ମଙ୍ଗଳବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୫ ଜଣ ରହିଥିବା ବେଳେ ୪୮ … Read More

ଶୀତ ଅଧିବେଶନ ପୂର୍ବରୁ ହେବ କୋଭିଡ଼ ଟେଷ୍ଟ, ପଜିଟିଭ୍‌ ଆସିଲେ ବିଧାନସଭା ମନା

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଧାନସଭା ଶୀତ ଅଧିବେଶନ ପ୍ରସ୍ତୁତି ନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତିି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, ‘ ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ … Read More

ଡାଲମିଆ ସିମେଂଟ୍ ପକ୍ଷରୁ ନୂଆ ଅଭିଯାନ ସହ ଉତ୍ସବ ଋତୁ ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭାରତର ଅଗ୍ରଣୀ ସିମେଂଟ୍ କଂପାନି ଡାଲମିଆ ସିମେଂଟ୍ ପକ୍ଷରୁ କରୋନା ମହାମାରୀ ଜନିତ ଲକ୍‌ଡାଉନ୍ ସମୟରେ ଗ୍ରାହକମାନଙ୍କ ଜୀବନ ଉପରେ ଗୁରୁତ୍ୱାରୋପ କରି ଏକ ଡିଜିଟାଲ୍ ଅଭିଯାନ ‘ଅପ୍‌ନି ପର୍ସନାଲ୍ ସ୍ପେସ୍‌’ର ଶୁଭାରମ୍ଭ କରାଯାଇଛି । … Read More

କୋଭିଡ୍ ସମୟରେ ନଗର ପରିବହନ ସେବାରେ ସୃଜନ ପାଇଁ କ୍ରୁଟ୍ ପୁଣି ଥରେ ସର୍ବଭାରତୀୟ ସ୍ଥରରେ ପୁରସ୍କୃତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀ  କ୍ଷେତ୍ରରେ ପ୍ରିୟ ସିଟି ବସ୍ ସେବା ମୋବସ୍ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଦେଶର ଶୀର୍ଷ ପୁରସ୍କାର ଜିତିଛନ୍ତି । ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଗତକାଲି ସନ୍ଧ୍ୟାରେ … Read More